ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ
କଟକ: ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ। କଟକ ଜିଲ୍ଲା ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି। ପୁରୀଘାଟ ଥାନା ମଠସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।
ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ୧୭ ବର୍ଷୀୟ ବାଳକ ବୋଲି…