କଫକାଶ ଦୂର କରିଥାଏ ଏହି ପାଞ୍ଚ ଜଡିବୁଟି..
ଭୁବନେଶ୍ବର: ଶୀତ ଋତୁରେ ଅନେକ ଲୋକଙ୍କୁ କଫ,କାଶ ହୋଇଥାଏ । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ରହିଥାଏ । ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି ବେଶ୍ ଲାଭଦାୟକ ।
- ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ…