ମହାମଣ୍ଡଳେଶ୍ବର ହେବା ପରେ ଅଭିନୟକୁ ଫେରିବା ନେଇ ମମତା କୁଲକର୍ଣ୍ଣୀଙ୍କ ପ୍ରତିକ୍ରିୟା…
ପ୍ରୟାଗରାଜ: ପ୍ରାୟ ଏକ ଦଶନ୍ଧି ଧରି ଫିଲ୍ମ କ୍ୟାରିୟର ଏବଂ ଦୁଇ ଦଶନ୍ଧି ଧରି ସିନେମା ଜଗତରୁ ଉଭାନ ଥିବା ମମତା କୁଲକର୍ଣ୍ଣୀ ଏବେ ଖୁବ୍ ଚର୍ଚ୍ଚାରେ।
ନିକଟରେ ମମତା ମହାକୁମ୍ଭରେ ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ। ଏପରିକି ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା…