Latest Odisha News

BREAKING NEWS

ସମ୍ବିଧାନକୁ ୭୬ ବର୍ଷ, ଦେଶ ପାଳୁଛି ଗଣତନ୍ତ୍ରର ମହାନ ପର୍ବ

ନୂଆଦିଲ୍ଲୀ: ସମ୍ବିଧାନକୁ ପୁରିଲା ୭୬ ବର୍ଷ । ଆଜି ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ ।…

ବର୍ମା ଲଗାଇଲେ  ଟିମ ଇଣ୍ଡିଆର ବିଜୟ ତିଳକ 

ଚେନ୍ନାଇ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ତିଳକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ତିଳକ ୭୨ ରନର ବିସ୍ଫୋରକ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ…

୪ ଓଡିଆଙ୍କୁ ‘ପଦ୍ମଶ୍ରୀ’: ଜାଣନ୍ତୁ କିଏ କେଉଁ କ୍ଷେତ୍ରରେ ପାଇବେ ପୁରସ୍କାର

ଭୁବନେଶ୍ବର: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ…

ମେଜର ମନଜିତ ଓ ଦିଲବର ଖାନଙ୍କୁ କୀର୍ତ୍ତି ଚକ୍ର ପୁରସ୍କାର

ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯୩ ସଶସ୍ତ୍ର ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ୯୩ ବୀରତା ପୁରସ୍କାର ମଧ୍ୟରେ ରହିଛି ୨ କୀର୍ତ୍ତି ଚକ୍ର ( ୧ ମରଣୋତ୍ତର) ଓ ୧୪…

ଭାରତ ବିପକ୍ଷରେ କୀର୍ତିମାନ ସ୍ଥାପନ କଲେ ବଟଲର

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ଜୋସ ବଟଲର ଭାରତ ବିପକ୍ଷରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ସେ ପ୍ରଥମ ଖେଳାଳି ଭାବେ ଭାରତ ବିରୋଧରେ ୬୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ବଟଲର ଭାରତ ବିପକ୍ଷ ଚଳିତ ସିରିଜରେ ୬୮ ଓ ୪୫ ରନ କରିଛନ୍ତି…

ନ୍ୟାୟ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ସେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ…

ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୧୫ରୁ ଉର୍ଦ୍ଧ୍ବ ଆହତ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା । ଏପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମ୍ୟାଡିସନ ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ମେଲବୋର୍ଣ୍ଣ: ଆମେରିକାର ଟେନିସ ଖେଳାଳି ମ୍ୟାଡିସନ କିଜ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ଆରିନା ସେବଲେଙ୍କାଙ୍କୁ ୩-୬, ୬-୨ ଓ ୫-୭ ସେଟରେ ପରାସ୍ତ କରିଥିଲେ । ସେବଲେଙ୍କାଙ୍କ ତୃତୀୟ ଥର ଟାଇଟଲ ଜିତିବା ଆଶା ଧୂଳିସାତ…

କିଟ୍ ଓ କିସ୍ ପକ୍ଷରୁ ମାରାଥନ; ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୩୭ଟି ସ୍ଥାନ ଓ ଭାରତର ୬୫ରୁ ଅଧିକ ସ୍ଥାନରେ ମିନି ମାରାଥନ ଆୟୋଜନ କରାଯାଇଛି। ଏହାର ଏକ ଅଂଶ ବିଶେଷ ଭାବେ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ୱିତୀୟ…

ପଦ୍ମ ପୁରସ୍କାର-୨୦୨୫: ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଚାଷୀଙ୍କୁ ମିଳିବ ପଦ୍ମଶ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରିଛନ୍ତି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଡ. ନୀରଜା ଭଟଲା, ଭୀମ ସିଂ ଭବେଶ, ପି ଦଚନମୂର୍ତ୍ତି ଏବଂ ଏଲ୍ ହ୍ୟାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ…