ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ମହିଳା, ପରସ୍ପରକୁ ବିବାହ କଲେ
ଗୋରଖପୁର: ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପରସ୍ପରକୁ ବିବାହ କଲେ ଦୁଇ ମହିଳା। ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଦୁଇଜଣ ମହିଳା ପରସ୍ପରକୁ ବିବାହ କରିଛନ୍ତି। ମହିଳାମାନଙ୍କୁ ସେମାନଙ୍କ ସ୍ବାମୀ ମାଡ଼…