Latest Odisha News

BREAKING NEWS

ନବ ଦାସ ହତ୍ୟା: ହତ୍ୟାକାରୀ ଗୋପାଳ ନା ଆଉ କିଏ? 

ଭୁବନେଶ୍ୱର: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ…

ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ

ସମ୍ବଲପୁର: ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ । ୨ୟ ଦିନରେ ବ୍ରଜକିଶୋର ଦାସଙ୍କ ଘରେ ଚାଲିଛି ଆୟକର ବିଭାଗର ରେଡ୍ । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ରେଡ୍ ଚାଲିଛି। ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି ରହିଛି । ଗତକାଲି ୪୪ଟି…

କଲବଲ କରିବ ଘନ କୁହୁଡି, ଆହୁରି ୩ ଦିନ ପ୍ରବଳ ଶୀତ

ଭୁବନେଶ୍ଵର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ । ସେପଟେ ସକାଳୁ ସକାଳୁ ଟ୍ଵିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି । ଆଗକୁ ଆହୁରି ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ । ଘନ କୁହୁଡି ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଟନେଲ ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ସର୍ଚ୍ଚ ଅପରେସନ । ସର୍ଚ୍ଚ…

ଓଠର କଳା ଦାଗ ଏପରି ଦୂର କରନ୍ତୁ..

ଭୁବନେଶ୍ବର: ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ବାରା ଓଠରେ କଳା ଦାଗ ହୋଇଥାଏ  । ଏଥିସହ ଅନେକ କାରଣ ରହିଛି ଓଠ କଳା ପଡିବାର । ତେବ  ଓଠର ଏହି ଦାଗକୁ ଦୂର କରିବାପାଇଁ କିଛି ଘରୋଇ ଉପାୟ ରହିଛି.. -ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାନ୍ତୁ ଓ…

ଆରମ୍ଭ ହେଲା ବିଦେଶାଗତ ପକ୍ଷୀ ଗଣନା, ପକ୍ଷୀଙ୍କ ଠାରେ ଲାଗିବ ସାଟେଲାଇଟ୍‌ ରିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଦେଶାଗତ ପକ୍ଷୀଗଣନା । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ, ସମ୍ବଲପୁରରେ ଚାଲିଛି ପକ୍ଷୀଗଣନା। ପକ୍ଷୀଗଣନାରେ ଭିତରକନିକାର ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍ ସାମିଲ…

ସିମେଣ୍ଟ ପ୍ଲାଣ୍ଟ ଅଘଟଣ, ୨ ମୃତ ଦେହ ଉଦ୍ଧାର

ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା । ଭଗ୍ନାବଶେଷ ତଳୁ ମିଳିଲା ୨ ଶ୍ରମିକଙ୍କ ମୃତଦେହ । ଦୀର୍ଘ ୩୬ ଘଣ୍ଟାର ଅପରେଶନ ପରେ ଶେଷରେ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଉଦ୍ଧାର…

ବାସ୍ତୁ ଟିପ୍ସ: ଏହି ସବୁ କଲେ ଘରର ଉନ୍ନତି ପଥରେ ବାଧା ଉପୁଜିବ ନାହିଁ..

ଭୁବନେଶ୍ବର: ରୋଜଗାରରୁ ଅଧିକ ଖର୍ଚ୍ଚ, ଘରେ ରୋଗ ଲାଗି ରହୁଛି ତେବେ ଘରର ବାସ୍ତୁଦୋଷ ପାଇଁ ହୁଏ ବୋଲି ବିଶ୍ବାସ କରାଯାଏ । ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇେବ ଆସନ୍ତୁ ଜାଣିବା … - ଧ୍ୟାନ ରଖନ୍ତୁ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେପରି ପାଣି ଲିକ୍ ନହୁଏ । ଘର ଜଳ ନିଷ୍କାସନର…

ସାରୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ

ଭୁବନେଶ୍ବର:ଶରୀର ପାଇଁ ସତେଜ ପନିପରିବା  ଭଲ । ସେଥିମଧ୍ୟରୁ ସାରୁକୁ ଭର୍ତ୍ତା, ତରକାରୀ, ଡାଲମାରେ ବ୍ୟବହାର କରୁ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଲାଭଦାୟକ । ଏହି ମୂଳଜାତୀୟ ପରିବାରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି,…

ଅଷ୍ଟମ ବେତନ କମିଶନ: ବନ୍ଦ ହେବ କି ଓଲ୍ଡ ପେନସନ ସ୍କିମ୍ ?

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ରାଜଧାନୀ ଦିଲ୍ଲୀରେ ରାଜନୈତିକ ପାଣିପାଗ ସରଗରମ ଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଅଷ୍ଟମ ବେତମ କମିଶନ ଲାଗୁ କରିବାର କେତେକ ମୁଖ୍ୟ କାରଣ ଚର୍ଚ୍ଚାକୁ ଆସିଛି। ହେଲେ ଓଲ୍ଡ ପେନସନ ସ୍କିମ୍ (ଓପିଏସ) ପାଇଁ ଏହା…