Latest Odisha News

BREAKING NEWS

ହଟିଲା ଫ୍ଲଡ ଲାଇଟ ସମସ୍ୟା, ଆରମ୍ଭ ହେଲା ମ୍ୟାଚ

କଟକ: ହଟିଲା ଫ୍ଲଡ ଲାଇଟ ସମସ୍ଯା। ଆରମ୍ଭ ହେଲା ମ୍ଯାଚ। ଫ୍ଲଡ ଲାଇଟ ସମସ୍ୟାକୁ ନେଇ ବାରବାଟୀରେ ଆରମ୍ଭ ହୋଇଥିଲା ବିଭ୍ରାଟ। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ହେଲେ ଏବେ ସବୁ ସମସ୍ଯା ସମାଧାନ ହୋଇ ୨୦ ମିନିଟ ପରେ ଆରମ୍ଭ ହୋଇଛି ମ୍ଯାଚ।…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଆଁ

ଜଗତସିଂହପୁର: ଜଗତସିଂହପୁର ସହର ଦୁର୍ଗା ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଆଜି ସକାଳୁ ବ୍ୟାଙ୍କର ସଟର ବାଟଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହା ପରେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସଟର ଭାଙ୍ଗିବା ସହିତ ନିଆଁକୁ…

ଫ୍ଲଡ ଲାଇଟରେ ତ୍ରୁଟି; ଅଧାରେ ଅଟକିଲା ବାରବାଟୀ ମ୍ୟାଚ୍

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦିନିକିଆ କ୍ରିକେଟ୍ ମ୍ୟାଚରେ ବିଭ୍ରାଟ। ସୂଚନା ଅନୁଯାୟୀ, ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଛି ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ୬.୧ ଓଭରରେ…

ଛତିଶଗଡ଼ରେ ୩୧ ନକ୍ସଲ ନିପାତ ଘଟଣା ଏକ ବଡ଼ ସଫଳତା: ଅମିତ ଶାହ

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରରେ ରବିବାର ସକାଳୁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିଲେ। ନକ୍ସଲ ନିପାତ ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।…

କଟକରେ ଏହି କୀର୍ତିମାନ ସ୍ଥାପନ କଲେ ବରୁଣ

କଟକ: ଭାରତୀୟ ଟିମର ସ୍ପିନର ବରୁଣ ଚକ୍ରବର୍ତି ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଛନ୍ତି । ୫୧ ବର୍ଷ ପରେ ସେ ଭାରତର ଦ୍ୱିତୀୟ ବୟସ୍କ ଖେଳାଳି ଭାବେ କଟକ ଦିନିକିଆରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ।…

ଭାରତ ବିପକ୍ଷରେ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଇଂଲଣ୍ଡ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରେ ୩୦୪ ରନ କରି ଅଲଆଉଟ ହୋଇଯାଇଛି । ଭାରତ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ବିପକ୍ଷରେ ଇଂଲଣ୍ଡ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ରନ…

ଭାରତରେ ରହିଛି ଏଭଳି ମନ୍ଦିର, ଯେଉଁଠି ଭୋଗ ହୁଏ ଚକୋଲେଟ୍

ଆଲେପି: ଭାରତର ଭେନିସ୍ ଭାବରେ ପ୍ରସିଦ୍ଧ ଆଲେପିରେ ଅବସ୍ଥିତ ରହିଛି ଥେକ୍କନ୍ ପଲାନି ବାଲାସୁବ୍ରମଣ୍ୟମ୍ ମନ୍ଦିର। ଏହି ଅନନ୍ୟ ମନ୍ଦିରରେ ଭକ୍ତମାନେ ଭଗବାନ ମୁରୁଗନଙ୍କୁ ଚକୋଲେଟ୍ ଅର୍ପଣ କରିଥାନ୍ତି। ଆଉ ପୂଜା ପରେ ସେହି ଚକୋଲେଟ ଗୁଡ଼ିକୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଏ।…

ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ

ଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା…

ଯିବାର ସମୟ ହୋଇଗଲା; ଅମିତାଭଙ୍କ ପୋଷ୍ଟ ଦେଖି ଚିନ୍ତାରେ ଫ୍ୟାନ୍ସ… 

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ 'ଏକ୍ସ' ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ନେଇ ଚିନ୍ତାରେ ଫ୍ୟାନ୍ସ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଥିଲେ, 'ଯିବାର ସମୟ ଆସିଗଲା...'। ଯାହାପରେ ପ୍ରଶଂସକମାନେ ଏହି କ୍ରିପ୍ଟିକ୍…

ଆମେରିକାରୁ ପ୍ରିନ୍ସ ହ୍ୟାରିଙ୍କୁ ବାହାର କରିବେନି ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କଣ ରହିଛି କାରଣ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରଠାରୁ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରୁଛନ୍ତି। ଏପରି ପରିସ୍ଥିତିରେ ବର୍ତ୍ତମାନ ବ୍ରିଟିଶ ରାଜପରିବାରର ପ୍ରିନ୍ସ ହ୍ୟାରିଙ୍କୁ ଦେଶାନ୍ତର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି। ଏକ…