ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲାର ରାଜମହେନ୍ଦ୍ରିର ଶ୍ରୀଦତ୍ତଙ୍କର ବିବାହ ମୌନିକାଙ୍କ ସହ ହୋଇଥିଲା। ଉଭୟ ବିବାହ ପରେ ପ୍ରଥମ ସଂକ୍ରାନ୍ତି ପାଳନ ପାଇଁ ଗୁଣ୍ଟୁର ଜିଲ୍ଲାର ତେନାଲିକୁ ଆସିଥିଲେ। ଏହି ଅବସରରେ ମୌନିକାଙ୍କ ପିତାମାତା ତାଙ୍କ ଜ୍ୱାଇଁଙ୍କ ପାଇଁ ୧୫୮ ପ୍ରକାରର ଖାଦ୍ୟ ପେୟ…