ବାରହା ନେଲା ମହିଳାଙ୍କ ଜୀବନ, ଜଣେ ଆହତ
ବ୍ରହ୍ମଗିରି:ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁରେ ଅଘଟଣ । ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ମୃତକ ହେଲେ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ।
ସୂଚନାଥାଉକି, ବାରହା ପଦ୍ମାବତୀ ଜାଲିଙ୍କ ହାତ,ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ ।…