କୁମ୍ଭମେଳାରେ ଭିଡ଼ର ତାଣ୍ଡବ: ୧୯୫୪ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରାଣଘାତକ ଦଳାଚକଟାର ଇତିହାସ
ପ୍ରୟାଗରାଜ: ମହାକୁମ୍ଭମେଳାରେ ଦଳାଚକଟା ଘଟଣା ପ୍ରଥମ କିମ୍ବା ନୂଆ ନୁହେଁ। କୁମ୍ଭମେଳାରେ ଭୟଙ୍କର ଭିଡ଼ର ତାଣ୍ଡବ ଇତିହାସ ଖାତାରେ ଲେଖା ଅଛି। ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ପ୍ରୟାଗରାଜ। ଆଉ ଏଠାରେ ଆଜି ମୌନୀ ଅମାବାସ୍ୟା ଦିନ ଦ୍ୱିତୀୟ ଅମୃତ ସ୍ନାନ ଚାଲିଛି।…