Latest Odisha News

BREAKING NEWS

ସଫ୍ଟ ଡ୍ରିଂକ ପିଉଛନ୍ତି କି ? ହୋଇପାରେ ଘାତକ

ନୂଆଦିଲ୍ଲୀ:  ଆପଣ କୌଣସି ବାହାର ସ୍ଥାନକୁ ବୁଲିବାକୁ ଗଲେ ଆପଣଙ୍କ ପ୍ରଥମ ପ୍ରସନ୍ଦ ହୁଏ ସଫ୍ଟ ଡ୍ରିଂକ। ଏହା ସହ କିଛି ଲୋକ ସଫ୍ଟ ଡ୍ରିଂକ ପିଇବାକୁ ବହୁତ ପସନ୍ଦ କରନ୍ତି। ସେମାନେ ପ୍ରତିଦିନ ଅଧିକ ପରିମାଣରେ ଏସବୁ ପିଉଥିବାର ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଅଜାଣତରେ…

ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା। ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେବେ ଆଗାମୀ…

ରଣଜୀ ଟ୍ରଫି: କୋହଲି ୪ ନମ୍ବର ସ୍ଥାନରେ କରିବେ ବ୍ୟାଟିଂ

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଗୁରୁବାର ସେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ । କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ଦଳର ଅଧିନାୟକ ଆୟୂଷ ବଦାନୀ ସ୍ପଷ୍ଟ କରିଛନ୍ତି । ଫର୍ମରେ ନ ଥିବା ଜଂଟି…

ଶୀତଋତୁରେ ଶୀତ ଉଭାନ, କାଲିଠୁ ଖରା ଆରମ୍ଭ: ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ଆସନ୍ତାକାଲି ଠାରୁ ଖରା ହେବ। ଏହାସହ ସବୁଠି ପାରଦ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ…

ବଜେଟ୍ ୨୦୨୫: ମହିଳାମାନେ ପାଇବେ କି ସ୍ୱତନ୍ତ୍ର ବୁଷ୍ଟର ?”

ନୂଆଦିଲ୍ଲୀ: ମହିଳାମାନେ ମଧ୍ୟ ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏବେ ସେମାନେ କେବଳ ରୋଷେଇ ଘରେ କିମ୍ବା ନିଜ ଘର ମଧ୍ୟରେ ସୀମିତ ନୁହଁନ୍ତି। ସେମାନେ ଅନେକ କମ୍ପାନୀରେ ଉଚ୍ଚ ପଦବୀରେ ଅଛନ୍ତି। ସେ ନିଜର ବ୍ୟବସାୟ ଚଳାଉଛନ୍ତି। ଏହା ଛୋଟ ହେଉ କି ବଡ଼। ଚାକିରି କରୁଥିବା ମହିଳାଙ୍କ…

ପାଟଣାଗଡ଼ ପାର୍ସଲ ବୋମା ଘଟଣା; ୪ ସପ୍ତାହରେ ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିକୋର୍ଟ । ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ…

ଗାଭାସ୍କରଙ୍କୁ ପଛରେ ପକାଇଲେ ସ୍ମିଥ

ଗାଲେ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୩୫ ଶତକ ହାସଲ କରି ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗାଲେରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସ୍ମିଥ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ୟାଚରେ ୧୭୯…

ଦିଲ୍ଲୀରେ କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର; ଜାଣନ୍ତୁ କ’ଣ ରହିଛି ପ୍ରତିଶୃତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହାରି ଭିତରେ ଆଜି କଂଗ୍ରେସ ତାର ଘୋଷଣା ପତ୍ର ପ୍ରକାଶ କରିଛି । କଂଗ୍ରେସ ନିଜ ଇସ୍ତାହାରରେ ମହିଳା ଓ ଯୁବକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି । ଏହି ଇସ୍ତାହାରରେ କଂଗ୍ରେସ…

ଏଥର ବଜେଟରେ ମହିଳାଙ୍କୁ କେତେ?

ନୂଆଦିଲ୍ଲୀ: ମହିଳା ଆଉ ହାଣ୍ଡିଶାଳରେ ସୀମିତ ନୁହନ୍ତି । ଦେଶ ଅର୍ଥନୀତିରେ ବି ବରାବର ଅଂଶ ଗ୍ରହଣ କରୁଛନ୍ତି । କିଏ କମ୍ପାନୀର ବଡ ପଦରେ ରହିଛନ୍ତି ତ କିଏ ନିଜ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି । କିଛି ମହିଳା କର୍ମଜୀବୀ ତ ଅନେକ ଚାକିରି ଖୋଜୁଛନ୍ତି । ଆଗକୁ ରୋଜଗାର କ୍ଷେତ୍ରରେ…

କିଏ ଜିତିବ ଦିଲ୍ଲୀ…କ’ଣ କହୁଛି ନିର୍ବାଚନ ପୂର୍ବ ସର୍ଭେ?

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜିତିବ କି ଆମ ଆଦମୀ ପାର୍ଟି? ନା ବିଜେପି ଓ କଂଗ୍ରେସ ଦଖଲ କରିବେ ଦିଲ୍ଲୀ ଗାଦି? ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ଭୋଟ୍, କିଏ କରିବ ବାଜିମାତ୍? କାହା ଖାତାକୁ ଯିବ ଦଳିତ ଓ ମହିଳା ଭୋଟ୍? ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଫଳାଫଳ ନେଇ ଆକଳନ…