Latest Odisha News

Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଂଗୀତ ଉତ୍ସବ ଆୟୋଜିତ ହେବ। ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ

ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…

ନୂଆଦିଲ୍ଲୀ: ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଦଳ ଏହାର ଜାତୀୟ ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି। ଜାନୁଆରୀ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତିଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ବିଜେପି…

ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଶୁକ୍ରବାର ଦିନ ବିଜେଡି ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରିଛି। ତେବେ ଏହା ପୂର୍ବରୁ ଦୁଇ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ…

ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ

ଭୁବନେଶ୍ୱର: ଆସନ୍ତା ୨୫ରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ଚଲିତବର୍ଷ ୧ ହଜାରରୁ ଅଧିକ ସାଧୁ ସନ୍ଥଙ୍କ ଆଗମନ ହେବ । ତେବେ ଏହି ସମୟରେ ପ୍ରସିଦ୍ଧ ମାଘମେଳାରେ କୌଣସି ପ୍ରକାରର ଗୁଣିଗାରେଡ଼ି, କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି । ଭଣ୍ଡ ବାବାଙ୍କୁ ମେଳାରେ ପ୍ରବେଶ…

Honey Singh Apologises: ଭୁଲ୍ ମାଗିଲେ ହନି ସିଂହ

ନୂଆଦିଲ୍ଲୀ: ହାତ ଯୋଡ଼ି କ୍ଷମା ମାଗିଲେ ହନି ସିଂହ ଦିଲ୍ଲୀ କନସର୍ଟରେ କହିଥିଲେ ଅଶ୍ଳୀଳ ଭାଷା ଫ୍ୟାନ୍ସ ଭଡକିବା ପରେ ମାଗିଲେ ଭୁଲ୍ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାପର୍ ଏବଂ ଗାୟକ ୟୋ ୟୋ ହନି ସିଂହ ଏବେ ପୁଣି ଖବରର ଶୀର୍ଷରେ। ଏବେ ପୁଣି ଥରେ,…

ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେ ଅଭିନୀତ ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନାହିଁ । ଏହି ଫିଲ୍ମ ପ୍ଲପ ହେବା ପରେ କାର୍ତିକ ମେକର୍ସଙ୍କୁ ୧୫ କୋଟି ଟଙ୍କା ଫେରସ୍ତ କରିଛନ୍ତି । ଏହି ଫିଲ୍ମର ବଜେଟ ୯ ୦ କୋଟି ଟଙ୍କା ଥିବା…

୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…

ମଦୁରାଇ: ତାମିଲନାଡୁର ମଦୁରାଇ ଜିଲ୍ଲାରେ ମଟ୍ଟୁ ପୋଙ୍ଗଲର ପବିତ୍ର ଅବସରରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ପାଲାମେଡୁ ଜଲ୍ଲିକଟ୍ଟୁ ଶୁକ୍ରବାର ଆରମ୍ଭ ହୋଇଛି। ତାମିଲ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଜଲ୍ଲିକଟ୍ଟୁ ପୋଙ୍ଗଲ ଉତ୍ସବର ତୃତୀୟ ଦିନରୁ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ପାଇଁ ମୋଟ ୧…

India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…

ନୂଆଦିଲ୍ଲ: ଇରାନ ବିଶ୍ୱର ସର୍ବବୃହତ କେସର ଉତ୍ପାଦନକାରୀ ଦେଶ। ଇରାନ ବିଶ୍ୱର ପ୍ରାୟ ୯୦ ପ୍ରତିଶତ କେସର ଉତ୍ପାଦନ କରେ। ମଶହଦ, ଖୋରାସାନ, ୟାଜଦ ଏବଂ କାଶାନ ଭଳି ଅଞ୍ଚଳରେ କେସର ବ୍ୟାପକ ଭାବରେ ଚାଷ କରାଯାଏ। ଶୁଷ୍କ ଜଳବାୟୁ, ଅନନ୍ୟ ମାଟି ଏବଂ ଲମ୍ବା ଖରା ସମୟ ଇରାନକୁ ଉତ୍ପାଦନରେ

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍‌ ମଧ୍ୟରେ ବୁଝାମଣା…

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ କରାଯିବ । ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି…

ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ

କଳାହାଣ୍ଡି: ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ ଜରିଛନ୍ତି ।…