ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
ନୂଆଦିଲ୍ଲୀ: ପାକିସ୍ତାନ ଆଡ଼କୁ ମୁହଁ ଉଠେଇ ଚାହିଁ ପାରିବନି ଭାରତ
ଭାଙ୍ଗିନି ଆତଙ୍କୀଙ୍କ ଫୁଟାଣି
ଭାରତକୁ ଦେଉଛନ୍ତି ଫମ୍ପା ଧମକ
ଭୁଲି ଗଲେଣି ସରିନି 'ଅପରେସନ ସିନ୍ଦୂର'
ମେ ୨୦୨୫ରେ, ଯେତେବେଳେ ଭାରତୀୟ ସେନା ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପାଇଁ "ଅପରେସନ୍ ସିନ୍ଦୁର" ଆରମ୍ଭ…