Latest Odisha News

BREAKING NEWS

ଫିଫା ବିଶ୍ୱକପ: ୯୬ ବର୍ଷ ଅପେକ୍ଷାର ହେବ ଅନ୍ତ, ପ୍ରଥମ ଥର ପାଇଁ ସାମ୍ନା ସାମ୍ନି ହେବେ ଏହି ଦୁଇ ଟିମ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଆରମ୍ଭ ହୋଇଯାଇଛି । ବିଶ୍ୱକପ ଫୁଟବଲ ସହ ପ୍ରଶଂସକଙ୍କ ଭାବାବେଗ ଜଡିତ ହୋଇଥାଏ । ଅନେକ ନୂଆ ତଥ୍ୟ ସମ୍ମୁଖକୁ ମଧ୍ୟ ଆସିଥାଏ । ଆପଣମାନେ କେବେ ବିଶ୍ୱାସ କରିବେ କି ୧୯୩୦ ବିଶ୍ୱକପ ପରଠାରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ପାରାଗୁଏ ସାମ୍ନାସାମ୍ନି ହୋଇ ନାହାନ୍ତି ।…

OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ଚୁଳିଆ ନିକଟରେ OPTCL କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲା ଅରୁଣ କୁମାର ନାୟକ, ଚାରି ସୁପାରୀକିଲର ହେଲେ ବନ୍ତଳା ଥାନା ଧକୋଠା…

ଇତିହାସ ରଚିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ର ହେଲେ…

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି ସୁଦର୍ଶନ । ଋଷିଆର କଲିନିନଗ୍ରାଡରେ ଆୟୋଜିତ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ୍ ସ୍ୟାଣ୍ଡ ସ୍କଲପଚରରେ…

ବୟସକୁ ରୋକିହେବ ! ମଣିଷଙ୍କ ଉପରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ନିକଟରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା ରିଭର୍ସ ଏଜିଂ ମାନେ ବୟସକୁ ରୋକିବା । ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବୟସକୁ ରୋକିବା ପାଇଁ ନିର୍ମିତ ଇଞ୍ଜେକସନକୁ ଗ୍ଲୁକୋମା ପୀଡିତା ଜଣେ ରୋଗୀଙ୍କୁ ଦିଆଯାଇଛି । ଏହି…

Daspalla BDO:ବିଡିଓଙ୍କ ଗାଡ଼ିକୁ ପଥର ମାଡ;ଦୁର୍ବୃତ୍ତ ଫେରାର

ନୟାଗଡ଼:ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥର ମାଡ। ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ଗାଡ଼ିକୁ ପଥର ମାଡ଼ କଲେ ଦୁର୍ବୃତ୍ତ । ଏହି ପଥର ମାଡ଼ରେ ଗାଡ଼ିର ଆଗ କାଚ ଭାଙ୍ଗି ଯାଇଛି । ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନଛିପୁର ଗାଁ ନିକଟରେ ହୋଇଛି ଆକ୍ରମଣ । ୨ ଦୁର୍ବୃତ୍ତ ବାଇକ୍‌ରେ…

ମାତ୍ର ୫ ଟଙ୍କାରେ ମିଳୁଛି ପେଟପୂରା ମାଛ-ଭାତ, ସରକାରଙ୍କୁ ପ୍ରଶଂସାରେ ପୋତିଲେ ଜନତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସାଧାରଣ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଆରମ୍ଭ ହୋଇଥିବା ‘ମାଆ ଆହାର କିଚେନ୍’ ମାଧ୍ୟମରେ ଏବେ ସାଧାରଣ ଜନତାଙ୍କୁ ମାତ୍ର ୫…

ମୀନାକ୍ଷୀ ନଟରାଜନଙ୍କୁ ବଡ଼ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କଂଗ୍ରେସ ନେତା ମୀନାକ୍ଷୀ ନଟରାଜନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଦେଇଥିଲେ। କଂଗ୍ରେସ ନେତା ଏହି…

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ-ବିଧର୍ମୀ କାର୍ଯ୍ୟ କରୁଛି ଇସ୍କନ, ଖୁବଶୀଘ୍ର…

ଭୁବନେଶ୍ୱର: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଏବେ ତେଜିବାରେ ଲାଗିଛି। ଦୁଇ ଦିନ ତଳେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲ। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ…

Malviya Nagar fire: ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: MCD ସହକାରୀ ଜନସ୍ୱାସ୍ଥ୍ୟ ନିରୀକ୍ଷକଙ୍କୁ କଲେ ବହିଷ୍କାର;…

ନୂଆଦିଲ୍ଲୀ: ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା ପରେ ଦିଲ୍ଲୀ ନଗର ନିଗମ (MCD) ଜଣେ ସହକାରୀ ଜନସ୍ୱାସ୍ଥ୍ୟ ନିରୀକ୍ଷକଙ୍କୁ ତୁରନ୍ତ ପ୍ରଭାବରୁ ବହିଷ୍କାର କରିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଗମ ଦ୍ୱାରା ଜାରି କରାଯାଇଥିବା ଏକ…

ମହିଳା ସରପଞ୍ଚ ଚାମେଲି ‘ନିର୍ଯାତନା’ର ଶିକାର, ବିଧାୟକଙ୍କ କାର୍ଯ୍ୟଧାରାକୁ ନେଇ ଝାଡିଦେଲେ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଫିସରେ ଘଟିଥିବା ହାଇଡ୍ରାମା ପରେ ଏବେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାକ୍ ଯୁଦ୍ଧ ଓ ମୁହାଁମୁହିଁ…