Latest Odisha News

BREAKING NEWS

କିଛି ଦିନର ବିରତି ପରେ ପୁଣି ଜଳିଲା ଲସ୍ ଆଞ୍ଜେଲସ୍

ନୂଆଦିଲ୍ଲୀ: ସପ୍ତାହେ ନ ଯାଉଣୁ ପୁଣି ଜଳିଲା ଲସ୍ ଆଞ୍ଜେଲସ । ଗତକାଲି ଲସ୍ ଆଞ୍ଜେଲସର ଉତ୍ତରରେ ଥିବା ଆଉ ଏକ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ପ୍ରବଳ ପବନ କାରଣରୁ ଦେଖୁ ଦେଖୁ ନିଆଁ ୮,୦୦୦ ଏକର ଅଞ୍ଚଳକୁ ବ୍ୟାପିଯାଇଛି । ସେପଟେ ଜଙ୍ଗଲ ନିଆଁରେ ୧୯,୦୦୦ ରୁ ଅଧିକ ଲୋକ ଫସି…

ମାଆଙ୍କ ଚିକିତ୍ସା ପାଇଁ ଲୁଟ ନିଷ୍ପତ୍ତି ନେଇଥିଲା ସୈଫ୍‌ଙ୍କ ଆକ୍ରମଣକରୀ

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସେହି ଦିନ କାହିଁକି ସୈଫଙ୍କ ଉପରେ ଆକ୍ରମଣ ହେଲା ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା ସେ ଉପରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେ‌ଳେ…

ପୂର୍ବତନ ସେନା କର୍ମଚାରୀଙ୍କ ବୀଭତ୍ସ କାଣ୍ଡ: ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ

ହାଇଦ୍ରାବାଦ: ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ। ମୀରପେଟ୍‌ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ଘଟାଇଛନ୍ତି ଏହି ବୀଭତ୍ସ କାଣ୍ଡ। ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡଖଣ୍ଡ କରି କୁକର୍‌ରେ ରାନ୍ଧିଲା। ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ଜାନୁଆରୀ ୧୮ରୁ…

ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଟ୍ରେନ ଦୁର୍ଘଟଣାରେ ମହାର‌ାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବୀସ ଦୁଃଖ ପ୍ରକାଶ କରିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହା ସହ…

ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା: ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ

ମାଲକାନିଗିରି: ସୁରକ୍ଷାକର୍ମୀଙ୍କୁ ପୁଣି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଛି। ଆଜି ଏକ ମାଓ ବିରୋଧୀ ଅଭିଯାନରେ, ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ ସିଆରପିଏଫର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ…

କମେଡି କିଙ୍ଗଙ୍କ ସମେତ ୪ ଷ୍ଟାରଙ୍କୁ ହତ୍ୟା ଧମକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ୪ ବଲିଉଡ୍‌ ଷ୍ଟାରଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ । କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ଥାନାରେ ଏତଲା…

ଶୀତ ଉଭାନ, କଲବଲ କରୁଛି କୁହୁଡି, ଚିନ୍ତା ବଢାଇଲାଣି ଜାନୁଆରୀ ତାତି

ଭୁବନେଶ୍ଵର: ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଏବଂ କଟକ…

ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ଵର: ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଏ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ । ନେତାଜୀଙ୍କ ପୁରା ଜୀବନ ସାହସ ଏବଂ ପରାକ୍ରମର କାହାଣୀ ଅଟେ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଏପରି ସ୍ଲୋଗାନ ଦେଇଥିଲେ ଯାହା…

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । -…

ଟ୍ରେନରେ ଲାଗିଛି ନିଆଁ, ଗୁଜବ ନେଲା ୧୩ ଯାତ୍ରୀଙ୍କ ଜୀବନ

ମୁମ୍ବାଇ: ଗୁଜବ ନେଲା ୧୩ ଜଣଙ୍କ ଜୀବନ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସର ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଶୁଣି ଡେଇଁ ପଡ଼ିଥିଲେ କିଛି ଯାତ୍ରୀ । ଚେନପୁଲ କରି ବିପରୀତ ଲାଇନକୁ…