Jay Dholakia: ନୂଆପଡାରେ ବିଜେପିର ରେକର୍ଡ ବିଜୟ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ
ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ…