Latest Odisha News

BREAKING NEWS

ଜୁନିୟର ଏନଟିଆରଙ୍କ ନୂଆ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହା ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଏହାର ମୋଶନ ପୋଷ୍ଟରରେ ଲେଖା ହୋଇଛି ଏହା ଏ ଭଳି ଏକ ଦେବତାଙ୍କ…

ନର୍ସିଂ କଲେଜରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖ, ନଚେତ୍‌ କଠୋର କାର୍ଯ୍ୟାନୁଷ୍ଠାନ :ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଥିବା ସମସ୍ତ ଘରୋଇ ଓ ସରକାରୀ ନର୍ସିଂ କଲେଜ ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୁଡ଼ିକରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ…

kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ଭୁବନେଶ୍ବର:ଆଉ ଏକ ହରର୍ ଓଡ଼ିଆ ଫିଲ୍ମ 'କଙ୍କଣ'ଆସୁଛି । ବର୍ତ୍ତମାନ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମ ପରଦାକୁ ସେପ୍ଟେମ୍ୱର ୧୮ରେ ଆସିବ । 'କଙ୍କଣ' ଫିଲ୍ମ ବିଷୟରେ…

Illegal arms trafficking: ବେଆଇନ ଅସ୍ତ୍ରଶସ୍ତ୍ର କାରବାର; ପୃଥକ ମାମଲାରେ ୫ ଗିରଫ

ଭଞ୍ଜନଗର:ଗଞ୍ଜାମ ପୋଲିସ ବେଆଇନ ଅସ୍ତ୍ର କାରବାର ବିରୋଧୀ ଅଭିଯାନ ଆରମ୍ଭ କରିଛି । ତେବେ ବେଆଇନ ଅସ୍ତ୍ର କାରବାର ବିରୋଧରେ ଗଞ୍ଜାମ ପୋଲିସ ପକ୍ଷରୁ ନିଆଯାଉଥିବା ଅଭିଯାନରେ ଦୁଇଟି ପୃଥକ ମାମଲାରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବେଆଇନ ବନ୍ଧୁକ, ମାଗାଜିନ୍ ଓ ଗୁଳି ଜବତ…

ଆଇସିସି ହଲ ଅଫ ଫେମରେ ସାମିଲ ହେବେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଇସିସି ହଲ ଅଫ ଫେମରେ ସାମିଲ ହେବେ । ଜୁଲାଇ ୧୧ରେ ସ୍କଟଲାଣ୍ଡର ଏଡିନବର୍ଗରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଭାରତର ୧୨ତମ ଖେଳାଳି ଭାବେ ସେ ଏହି ସମ୍ମାନର ଅଧିକାରୀ ହେବେ । ୫୪ତମ ଜନ୍ମଦିନ ଅବସରରେ…

ଫିଫା ବିଶ୍ୱକପ ୨୦୨୬ର କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଯାଉଛି । ଏବେ ୮ଟିମ ମଧ୍ୟରେ ମୁକାବିଲା ସୀମିତ ହୋଇଯାଇଛି । କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହେବା ପରେ ପ୍ରଶଂସକଙ୍କ ନିଦ ହଜିଯାଇଛି । ଦୁଇ ଶକ୍ତିଶାଳୀ ଓ ଟାଇଟଲ ଦାବୀଦାର ବିବେଚନା କରାଯାଉଥିବା ପର୍ତୁଗାଲ ଓ ବ୍ରାଜିଲର…

Kotia Border Tensions:କୋଟିଆରେ ଆନ୍ଧ୍ର ତହସିଲଦାର;ଜନଗଣନାକୁ ନେଇ…

କୋଟିଆ:ପୁଣି ଆନ୍ଧ୍ର ଅଧିକାରୀଙ୍କ କୋଟିଆରେ ଅନୁପ୍ରବେଶ । କୋଟିଆବାସୀଙ୍କୁ ଜନଜଣନା ସମ୍ପର୍କରେ ପଚାରି ବୁଝିବା ସହିତ ଲୋକଙ୍କ ଭୋଟର ତାଲିକାରେ ନାଁ ରହିଛି କି ନାହିଁ ତଦନ୍ତ କରିଥିଲେ । କୋଟିଆ ପଞ୍ଚାୟତର କିଛି ଗାଁରେ ଆନ୍ଧ୍ରପ୍ରଦେଶର ସାଲୁର ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ପ୍ରବେଶ…

କମାଣ୍ଡୋ ଦେଖାଇଲେ ଦମ୍‌, ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ

ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଚଳିତଥର ପ୍ରତିବର୍ଷ ପରି ବହୁତ ମାତ୍ରାରେ ଭକ୍ତ ପୁରୀ ଆସିବେ । ହେଲେ ଏହି ରଥଯାତ୍ରା ଆଗରୁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ତଇନାତ ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ…

ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ, ଟପରେ ଅଛି ରେଭେନ୍ସା

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ବୁଧବାର ଦିନ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ପ୍ରବେଶର ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକା ପ୍ରକାଶ କରିଛି। ଯେଉଁଥିରେ ବିଭିନ୍ନ ଷ୍ଟ୍ରିମ୍‌ରେ ୪.୨୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଟ୍ ସୁରକ୍ଷିତ କରିଛନ୍ତି।…