Latest Odisha News

BREAKING NEWS

ଥାନା ଭିତରେ ନାଗ, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନ୍ ବାପୁଧ‌ାମ୍ ଥାନାରୁ ଏକ ବିଶାଳ ସାପ ଉଦ୍ଧାର ହୋଇଛି। ଏହି ଘଟଣା ଜୁଲାଇ ୧୧ରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ସଫେଇ କାମ ପାଇଁ ଆସିଥିବା ଜଣେ ବ୍ୟକ୍ତି ଲକଅପ ଭିତରେ ଏକ ନାଗସାପ ଫଣା ଟେକି ବସିଥିବା…

ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର, ମଗଜି ଲଡୁକୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର। ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଲା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ୨୦୨୦ରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ…

ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି: କହିଲେ, ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ

ଭୁବନେଶ୍ୱର: ପହଣ୍ଡି ଅଘଟଣକୁ ଦୁଃଖଦ କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଡପ ବିଜେ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ପଡିଯିବା ଘଟଣାରେ ଦେଲେ ବଡ ବୟାନ। କହିଲେ ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ବଡଠାକୁର ଗଳିପଡିବା ବଡ ଦୁଃଖଦାୟକ ବୋଲି କହିଛନ୍ତି ଭର୍ତ୍ତୃହରି ।…

ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ଓଡିଶାର ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଅପରାହ୍ନ ୫ଟା ୧୫ମି.ରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର,…

ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ। ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ…

ସହିଦ ଅଗ୍ନିବୀର ପରିବାରକୁ କେତେ ମିଳିଥାଏ କ୍ଷତିପୂରଣ; ଉତ୍ତର ରଖିଲେ ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ। ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ସେ…

ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରତିଫଳିତ ହେଉଛି ମା’ ଲକ୍ଷ୍ମୀଙ୍କ ଅଭିମାନ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସରରେ ପୁରୀ ଗୁଣ୍ଡିଚାବାଡି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଏହି ମାନବୀୟ ଲୀଳାକୁ ନେଇ ଗତ ହେରାପଞ୍ଚମୀର ଫଟୋ…

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତର ପ୍ରଥମ ମହିଳା ଆଥଲେଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଛି । ତେବେ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଯାତ୍ରା ଏତେ ସହଜ ନ ଥିଲା । ୧୯୫୨ ହେଲସିଙ୍କ ଅଲିମ୍ପିକ ସବୁ ଦୃଷ୍ଟିକୋଣରୁ ଭାରତ ପାଇଁ ଐତିହାସିକ ଥିଲା । ଏହି ସଂସ୍କରଣରେ କେଡି ଯାଦବ ପ୍ରଥମ ଭାରତୀୟ…

ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖିବାକୁ ମିଳିବନି

ଅମ୍ରିତସର: ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ। ଖୁବ୍ ଶୀଘ୍ର ଏନେଇ ଫରମାନ ଜାରି ହୋଇପାରେ।ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିଲା ବିବାଦ। ମୋହାଲିରେ ପଞ୍ଜାବୀ ଟିଭି ସିରିଏଲ ଉଡାରିୟାଁର ସୁଟିଂ ଚାଲିଥିଲା। ଏଥିରେ ନକଲି ଗୁରୁଦ୍ୱାରା ସେଟ କରାଯିବା ସହ…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର…