ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
ବରଗଡ଼: ପିତୃ ହନ୍ତା ପୁଅ। ବାପାଙ୍କୁ ଟାଙ୍ଗିଆରେ ହାଣି କଲା ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଧନଞ୍ଜୟ ଅଜଗର।
ସୂଚନା ଅନୁସାରେ, ମୃତକ ଧନଞ୍ଜୟ ଓ ତାଙ୍କ…