Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ରାହାନେ, ପୃଥ୍ୱୀ ଶଙ୍କୁ ବାଦ ଦେଲା ମୁମ୍ବାଇ

ମୁମ୍ବାଇ: ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛ । ଆଶ୍ଚର୍ଯ୍ୟଜନକ ଭାବେ ଅଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ରାହାଣେ ଚମତ୍କାର ବ୍ୟାଟିଂ…

ଲଗାନ୍ତୁ ଆଳୁ ରସ ; ଦୂର ହେବ ତ୍ବଚାର ଏହି ସବୁ ସମସ୍ୟା

ଭୁବନେଶ୍ବର: ଆଳୁ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାଲି ପାଟିକୁ ନୁହେଁ ଏହି ଆଳୁ ତ୍ବଚା ପାଇଁ ମଧ୍ୟ ବହୁତ ଲାଭଦାୟକ | ଏହା ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ | ତେବେ ଆସନ୍ତୁ ଆଳୁ ରସ ପ୍ରୟୋଗ କରିବାର ଉପକାରିତା ବିଷୟରେ ଜାଣିବା.. ସନବର୍ନରୁ ରକ୍ଷା କରେ ଯଦି ଆପଣ…

ଏବେ ବାଘୁଣୀଙ୍କୁ ଅଡୁଆ ଶିମିଳିପାଳ, ଜିନ୍ନତ ପରେ ଯମୁନା ଗାଏବ

ମୟୂରଭଞ୍ଜ: ବାଘୁଣୀ ଜିନ୍ନତ ପରେ ଏବେ ଶିମିଳିପାଳ ସୀମା ଡେଇଁଛି ବାଘଣୀ ଯମୁନା । ଗତ ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି । ତେବେ ବାଘୁଣୀ ଯମୁନାର ସ୍ଥିତି…

ଏଣିକି କାମର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଶୁଭାରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ। ପୂର୍ତ୍ତ ବିଭାଗ ପ୍ରକଳ୍ପଗୁଡିକର କ୍ୱାଲିଟି ତନଖି ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍। ଲୋକସେବା ଭବନ ପରିସର ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ପୂର୍ତ୍ତ ବିଭାଗୀୟ ବିଭିନ୍ନ ପ୍ରକଳ୍ପ ଗୁଡିକର…

ପ୍ରତିଦିନ ନାସପତି ଖାଇଲେ କ’ଣ ହୁଏ ?

ଭୁବନେଶ୍ବର: ନାସପତି ଫଳଟି  ପୁଷ୍ଟିକର ଗୁଣରେ ପରିପୂର୍ଣ୍ଣ | ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ | ନାସପତିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ୍ ସି, ଫାଇଟୋନ୍ୟୁଟ୍ରିଏଣ୍ଟସ୍, ଫ୍ଲାଭୋନାଏଡ୍, ପ୍ରୋଟିନ୍, ଆଇରନ୍ ସହିତ କ୍ୟାଲସିୟମ୍ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ…

ଛୁଆ ଆଶାରେ କୁକୁଡ଼ା ଚିଆଁ ଗିଳି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ

ରାୟପୁର: ତନ୍ତ୍ରମନ୍ତ୍ର ଯୋଗୁଁ ଦେଶରେ ଅନେକ ଜୀବନ ଯାଉଛି। ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ତନ୍ତ୍ରମନ୍ତ୍ର ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଜୀଅନ୍ତା କୁକୁଡା ଚିଆଁ ଗିଳି ଦେଇଛନ୍ତି। ଯେଉଁଥିପାଇଁ…

ସମ୍ପତ୍ତି ପାଇଁ ପ୍ରେମିକା ସହ ମିଶି ବାପାକୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଲକ୍ଷ୍ନୌର ରାମପୁର ଗଡୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ସହ ମିଶି ବାପା ରାମୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ସେ ଏକ ମାସ ପୂର୍ବରୁ ଏଥିପାଇଁ ଯୋଜନା ବନାଇଥିଲା। ରାମୁ ବଡ ପୁଅକୁ ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ। ଯାହା ପରେ ସେ ଗର୍ଲଫ୍ରେଣ୍ଡ…

ଆପାର୍ଟମେଣ୍ଟ ଲୁଟେରାଙ୍କୁ ତ୍ରାହି ନାହିଁ; ସ୍ବତନ୍ତ୍ର ଟିମ୍‌ ଗଠନ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଲଗାତାର କିଛି ଦିନ ହେବ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବରେ ଥିବା ଆପାର୍ଟମେଣ୍ଟ ଗୁଡିକ । ପ୍ରତ୍ୟେକ ସପ୍ତାହ ଭିତରେ ଯେ କୌଣସି ଆପାର୍ଟମେଣ୍ଟରେ ଚୋରି, ଡକାୟତି ଓ ଲୁଟ୍ ର ଖବର ସାମ୍ନାକୁ ଆସୁଛି । ଫଳରେ ସମସ୍ତ ରାଜଧାନୀବାସୀ ବିଶେଷ କରି ଆପାର୍ଟମେଣ୍ଟରେ ରହୁଥିବା…

ଦେଶର ୧୭ଟି ସହରରେ ଭୋଡାଫୋନ୍ ଆଇଡିଆର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରର ସିଲେକ୍ଟ ସର୍କଲରେ ଏହାର ୫ଜି ସେବା…

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…