ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା। ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ। ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…