Latest Odisha News

BREAKING NEWS

ଜିମ୍ବାୱେ ଗସ୍ତରେ ଗମ୍ଭୀରଙ୍କ ସ୍ଥାନରେ କୋଚ ଦାୟିତ୍ୱ ତୁଲାଇବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ଜିମ୍ବାୱେ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବ । ୨୩ଜୁଲାଇରୁ ଏହି ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ରିପୋର୍ଟ ଅନୁସାରେ କୋଚିଂ ଷ୍ଟାଫ ମଧ୍ୟରେ କିଛି ଅଦଳ ବଦଳ ହେବ । ହେଡ କୋଚ ଗୌତମ ଗମ୍ଭୀର…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ; ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ସମ୍ମାନିତ…

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ ପାଇଁ ଜାକର୍ତ୍ତାରେ ପହଞ୍ଚିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ…

Loktak Lake: ପାଣିରେ ଭାସୁଛି ଭୂମି…ଭାସମାନ ଭୂମିରେ ନିଇତି ବଦଳୁଛି ଠିକଣା…

ଇମ୍ଫାଲ୍: ଭାବନ୍ତୁ ତ, ଗୋଟିଏ ହ୍ରଦ... ଆଉ ସେହି ହ୍ରଦର ପାଣି ଉପରେ ଭାସୁଛି ଭୂମି। ଆଉ ସେହି ଭାସମାନ ଭୂମି ଉପରେ ରହିଛି ଜଙ୍ଗଲ, ବନ୍ୟଜନ୍ତୁ, ଏପରିକି ଲୋକଙ୍କ ବସବାସ ମଧ୍ୟ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରହିଛି…

ବୈତରଣୀରେ ଜଳସ୍ତର; ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ୨୪ ଘଣ୍ଟାରେ କ୍ଷତିପୂରଣ…

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ…

Rath Yatra 2026: ବଡଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା, ଅଭେଦ୍ୟ ସୁରକ୍ଷା ବଳୟରେ ଏଥର ରଥଯାତ୍ରା! ମୁତୟନ ହେବେ ୧୫…

ପୁରୀ: ଭକ୍ତଙ୍କ ଗହଣକୁ ଆସିବ ଭାବୋବିନୋଦିଆ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡ ଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା । ସେଥିପାଇଁ ଚଳଚଞ୍ଚଳ ହେଲାଣି ପୁରୀ ସହର । ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ୨୦୨୬ ରଥଯାତ୍ରା ଆସନ୍ତା ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ୯…

ନୟାଗଡ଼ରେ ଯୁବକକୁ ପିଟିପିଟି ମାରିଦେଲେ…

ନୟାଗଡ: ନୟାଗଡ ଜିଲ୍ଲାର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଅପହରଣ ଏବଂ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୟାଗଡ ସଦର ଥାନା ଅନ୍ତର୍ଗତ ଡାଲିମ୍ବାମାଡା ଗ୍ରାମର ଅଭିମନ୍ୟୁ ସାହୁ ରବିବାର ସନ୍ଧ୍ୟାରେ ଦୋକାନକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପରିବାର…

ବାଂଲାଦେଶରେ ରାଲି ବେଳେ ବୋମା ବିସ୍ଫୋରଣ; ୩ ଆହତ

ଢାକା: ବାଂଲାଦେଶର ଢାକା ନିକଟବର୍ତ୍ତୀ ସାଭରରେ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ର ଏକ ରାଲି ସମୟରେ ବୋମା ବିସ୍ଫୋରଣ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନେ ଏହି ରାଲିର ନେତୃତ୍ୱ…

ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ୍‌, ସିଧାସଳଖ ସମସ୍ୟା ଶୁଣିବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ଅନେକ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ (Special Portals) ପ୍ରସ୍ତୁତ କରିଛନ୍ତି। ଏବେ ଫୋକସରେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ…

ଅଧୁରା ରହିଲା ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା…

ନୂଆଦିଲ୍ଲୀ: ଅଧୁରା ରହିଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା। ତାଙ୍କ ନାମ ସହିତ ଆଉ "ବିଶ୍ୱ ଚାମ୍ପିଅନ୍" ଉପାଧି ଯୋଡ଼ି ହେବ ନାହିଁ। ମଙ୍ଗଳବାର ସ୍ପେନ୍ ପର୍ତ୍ତୁଗାଲକୁ ୧-୦ରେ ପରାସ୍ତ କରି ଫିଫା ବିଶ୍ୱକପ୍ ୨୦୨୬ରୁ ବାହାର କରିଦେଇଛି। ଏହି ପର୍ତ୍ତୁଗାଲ ଷ୍ଟାର୍ ଗୋଟିଏ…

ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ…