Latest Odisha News

BREAKING NEWS

ବସିବ ଦ୍ବିତୀୟ କ୍ୟାବିନେଟ ବୈଠକ: ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ବୁଧବାର ବସିବ ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦିନ ୧୧ଟା ବେଳେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଉକ୍ତ…

ହାଥରସ୍‌ ଟ୍ରାଜେଡି: ରିପୋର୍ଟ ଦାଖଲ କଲା ଏସଆଇଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି। ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରିଛି ଏସଆଇଟି। ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ଏବଂ ସତ୍‌ସଙ୍ଗ ସ୍ଥଳରେ ସଠିକ ବ୍ୟବସ୍ଥା କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ କରିଛି ଏସଆଇଟି।…

ପ୍ରସ୍ତାବ ରଖିଲେ ମୋଦି, ପ୍ରତିଶ୍ରୁତି ଦେଲେ ପୁଟିନ୍

ନୂଆଦିଲ୍ଲୀ: ରୁଷିଆ ଫେରାଇବ ସବୁ ସୈନ୍ୟ । ରୁଷିଆ ସୈନ୍ୟରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ସ୍ବଦେଶ ପ୍ରସ୍ଥାନ ପ୍ରସ୍ତାବକୁ ଗ୍ରହଣ କଲେ ରୁଷ ରାଷ୍ଟ୍ରପତି । କହିଲେ, ଭାରତୀୟ ଦେଶକୁ ଶୀଘ୍ର ଫେରିବେ । ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ।ମଞ୍ଚେଶ୍ବର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଏକ ନାବାଳିକାର ଝୁଲନ୍ତା ମୃତ ଦେହ ଠାବ କରିଛି ପୋଲିସ। ଘର ବାହାରୁ ତାଲା ପଡ଼ିଥିବା ବେଳେ ଛି ଘର ଭିତରେ ଫ୍ୟାନରେ ଝୁଲିଛି ମୃତଦେହ। ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର…

ଆସାମ ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ସହ ୭୨ ଜଣଙ୍କର ମୃତ୍ୟୁ

ଗୁଆହାଟୀ: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁ଼ଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ କାଜିରଙ୍ଗା ନ୍ୟାସନାଲ…

ସହରୀ ବନ୍ୟା ଏବଂ ଉତ୍ତାପ ଦ୍ୱୀପପୁଞ୍ଜର ମୁକାବିଲା କରିବ ପରଭିୟସ୍ କଂକ୍ରିଟ୍ ପେଭମେଣ୍ଟର

ଭୁବନେଶ୍ୱର: ଭାରତରେ ଦ୍ରୁତ ସହରୀକରଣ ହେତୁ ବିଟୁମିନିୟସ୍ ଏବଂ କଂକ୍ରିଟ୍ ପୃଷ୍ଠ ପରି ଦୁର୍ବଳ ରାସ୍ତା ବ୍ୟାପକ ଭାବେ ନିର୍ମିତ ହୋଇଛି। ବର୍ଷା ସମୟରେ ଏହି ରାସ୍ତାରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହୁଏ, ଯାହା ଅନେକ ସହରରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଥାଏ।  ସହରାଞ୍ଚଳରେ ପାର୍କିଂ…

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ସୋର: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ରେଳ ଧାରଣାରେ ପଡ଼ିଛି ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଦୁର୍ଘଟଣା । ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଟ୍ରେନ୍‌ ଆସିବା ବେଳେ ଟ୍ରାକରେ…

ଶେଷ ହେଲା ରଥଟଣା, ଆଜି ଜନ୍ମବେଦୀକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହୋଇଛି ରଥଟଣା । ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଛି ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଛି ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଛି ୩ ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ ।…

ରାୟପୁରରେ ରଥଯାତ୍ରା

ରାୟପୁର : ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସମ୍ମାନୀତ ଅତିଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଉପସ୍ଥିତ ଥିଲେ।…

ନୋଏଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ନୂଆଦିଲ୍ଲୀ : ରଥଯାତ୍ରା କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ମହା ସମାରୋହରେ ପାଳନ ହୁଏ । ସେହି ପରିପ୍ରେକ୍ଷୀରେ ଦିଲ୍ଲୀ ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢିଚୌଖଣ୍ଡି ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉଲ୍ଲାସ,ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।…