ଛୁଆ ପାଇଁ କ୍ଷୀର ଆଣିବା ଲାଗି ଓହ୍ଲାଇଥିଲେ, ଛାଡି ଦେଲା ଟ୍ରେନ…
ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ଶିଶୁ ପାଇଁ କ୍ଷୀର କିଣିବା ପାଇଁ ଷ୍ଟେସନରେ ଓହ୍ଲାଇଥିଲେ। କିନ୍ତୁ ଏହାରି ମଧ୍ଯରେ ଟ୍ରେନ୍ ଛାଡିବା ଆରମ୍ଭ କରିଦେଇଥିଲା। ଏହା ଦେଖି ମହିଳା ଜଣକ ପ୍ଲାଟଫର୍ମରେ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ସେତେବେଳକୁ ଟ୍ରେନ୍ ଦ୍ରୁତ ଗତିରେ ଆଗକୁ ମାଡି ଯାଇଥିଲା।…