ପ୍ରିନ୍ସିପାଲଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଧ୍ୟାପିକା ନିଲମ୍ବିତ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାନୁସାରେ, ଭଦ୍ରକ ମହିଳା ମହାବିଦ୍ୟାଳୟର ଉର୍ଦ୍ଦୁ ଅଧ୍ୟାପକ ନସିମା ଖାତୁନ୍ ଶନିବାର ଦିନ ଏକ ଆବେଦନପତ୍ରରେ ଦସ୍ତଖତ ପାଇବା ପାଇଁ କଲେଜ…