Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମାର୍ଟିନ ଗୁପଟିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପଟିଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୨ ପରଠାରୁ ସେ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ । ସେ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ । ୧୫ ବର୍ଷ କ୍ୟାରିୟରରେ ସେ ୩୬୭ ଆନ୍ତର୍ଜାତୀୟ…

‘ହର ଘର ଲକ୍ଷପତି’ ଏସବିଆଇର ଏହି ସ୍ୱତନ୍ତ୍ର ଯୋଜନାରେ ଆପଣ ୩ବର୍ଷରେ ସେଭିଂ କରିପାରିବେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଏସବିଆଇ ନିଜର ଗ୍ରାହକଙ୍କ ପାଇଁ ନୂଆ ଯୋଜନା ଆଣିଛି । ଏହି ଯୋଜନାର ନାଁ 'ହର ଘର ଲକ୍ଷପତି' । ଏହା ଏକ ଆରଡି ସ୍କିମ ଅଟେ । ଏହା ମାଧ୍ୟମରେ ଜଣେ ନିବେଶକ ପ୍ରତି ମାସରେ ଛୋଟ ଛୋଟ ସଞ୍ଚୟ କରି ଅଧିକ ଫଣ୍ଡ ସଂଗ୍ରହ କରିପାରିବେ । ବରିଷ୍ଠ ନାଗରିକମାନେ ଏଥିରେ ଅଧିକ ଲାଭ ପାଇବେ, କାରଣ…

ଓଟିଟିରେ ଧମାଲ କରିବ କି ଫିଲ୍ମ ‘ଦି ସାବରମତି ରିପୋର୍ଟ’?

ମୁମ୍ବାଇ: ଗତ ବର୍ଷ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦି ସାବରମତି ରିପୋର୍ଟ' ବକ୍ସ ଅଫିସରେ ଏକ ସୁପରଫ୍ଲପ୍ ଥିଲା। ୨୦୦୨ ଗୋଧରା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବର୍ତ୍ତମାନ ଆପଣଙ୍କ ମୋବାଇଲ୍ ସ୍କ୍ରିନରେ ପହଞ୍ଚିବାକୁ ଯାଉଛି। ଫିଲ୍ମଟି ବର୍ତ୍ତମାନ ଓଟିଟି (OTT)ରେ ରିଲିଜ୍…

ନା ତୁ…ନା ତମେ…କେବଳ ଆପଣ କହିବେ ପୋଲିସ୍ ଅଧିକାରୀ

ଆଗ୍ରା: ଭାରତରେ, ବିଶେଷକରି ଗ୍ରାମାଞ୍ଚଳରେ ପୋଲିସ ଆଚରଣ ପ୍ରତି ଏକ ସାଧାରଣ ଦୃଷ୍ଟିକୋଣ ରହିଛି । ଅନେକ ଲୋକ ପୋଲିସଙ୍କୁ ଦେଖିଲେ କିମ୍ବା ପୋଲିସ ଷ୍ଟେସନକୁ କଲା ବେଳେ ମଧ୍ୟ ଭୟ ଏବଂ ନର୍ଭସ ଅନୁଭବ କରନ୍ତି । ଏହି ଭୟ ପ୍ରାୟତଃ ପୋଲିସ କର୍ମଚାରୀଙ୍କ ଆଚରଣ ଏବଂ ମନୋଭାବରୁ ସୃଷ୍ଟି ହୋଇଛି ।…

ସ୍ପେଲିଂ ଭୁଲ କରି ଫସିଲା ଅପହରଣକାରୀ

ଲକ୍ଷ୍ନୌ: ଉତରପ୍ରଦେଶରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ହରଦୋଇ ଜିଲ୍ଲାରେ ଜଣେ ଅପହରଣକାରୀ ସ୍ପେଲିଂ ଭୁଲ କରି ପୋଲିସ ହାତରେ ଧରା ପଡିଛନ୍ତି । ଆମେ ତୁମ ଛୋଟ ଭାଇ ସନ୍ଦୀପଙ୍କୁ ଅପହରଣ କରିଛୁ ବୋଲି ସଞ୍ଜୟ କୁମାରଙ୍କ ପାଖକୁ ଅଜଣା ନମ୍ବରରୁ ଫୋନ ଆସିଥିଲା । ୫୦୦୦ ଟଙ୍କା ପଠାଇଲେ ଆମେ…

ଫିଲ୍ମ ‘ଏମର୍ଜେନ୍ସି’ର କିଛି ଦୃଶ୍ୟ କଟାଯିବାରୁ ପୁନଃ ଅଭିନୟ କଲେ କଙ୍ଗନା, ବଖାଣିଲେ ନିଜର ଅନୁଭୂତି

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଏମର୍ଜେନ୍ସି ଚଳଚ୍ଚିତ୍ରରୁ କିଛି ଅଂଶ ହଟାଇବାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଆଦେଶ ଉପରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା…

ଶିଶମହଲ…ବଢିଲା ଦିଲ୍ଲୀ ସଂଗ୍ରାମ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନେଇ ତେଜିଛି ରାଜନୀତି । ଆଲିସାନ ସିଏମ୍ ଆବାସ ବା ବିରୋଧୀଙ୍କ ଭାଷାରେ ଶିଶମହଲକୁ ନେଇ ବିଜେପି ଓ ଆପ୍ ମୁହାଁମୁହିଁ ହୋଇଛନ୍ତି । ବିଜେପି ଲଗାତର ଶିଶମହଲକୁ ନେଇ ଆପକୁ ଆକ୍ଷେପ କରି ଚାଲିଥିବା ବେଳେ…

ପ୍ରବାସୀ ଦେଖିବେ ଏମିତି ଆଇନ ଶୃଙ୍ଖଳା !

ଭୁବନେଶ୍ବର: ଗୋଟେପଟେ ଭୁବନେଶ୍ବରରେ ଆରମ୍ଭ ହୋଇଛି ୩ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଅନ୍ୟପଟେ ରସୁଲଗଡ-ବାଣୀବିହାର ମୁଖ୍ୟ ରାସ୍ତା ଓଭରବ୍ରିଜ ଉପରେ ବୀଭତ୍ସ ହତ୍ୟାକାଣ୍ଡ । ଦିନ କେଇଟା ତଳେ ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କୁ ହାଇଓ୍ବା ଧକ୍କାରେ ହତ୍ୟା ଷଡ଼ଯନ୍ତ୍ର ହେଉ କି…

ଦୁନିଆର ସବୁଠୁ ବଡ ସୁନା ଖଣି, ପ୍ରତିବର୍ଷ ବାହାରିଥାଏ ସର୍ବାଧିକ ସୁନା

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦୁନିଆରୁ କେଉଁଠୁ ଅଧିକାଂଶ ସୁନା ବାହାର କରାଯାଏ? ପ୍ରତିବର୍ଷ ବିଭିନ୍ନ ଦେଶରେ ସୁନା ଖନନ ହୁଏ, କିନ୍ତୁ ସର୍ବାଧିକ ସୁନା ବାହାର କରିବାରେ ଚୀନ୍ ଆଗରେ ରହିଛି । ଯଦି ଆମେ ଖଣି ବିଷୟରେ କଥା ହେବା, ଆମେରିକାର ନେଭାଡା ଗୋଲ୍ଡ ମାଇନ୍ ଶୀର୍ଷରେ ରହିଥାଏ । ଏହି…

ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା: କହିଲେ, “‘ଏମରଜେନ୍ସି’ ଆପଣଙ୍କୁ ପସନ୍ଦ ଆସିବ”

ମୁମ୍ବାଇ: କଂଗ୍ରେସ ସାଂସଦଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଖୁବଶୀଘ୍ର ସିନେମା ହଲକୁ ଆସୁଛି କଙ୍ଗନାଙ୍କ ସିନେମା ‘ଏମରଜେନ୍ସି’ । ଯାହା ପ୍ରିୟଙ୍କାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟର ଏକ…