Latest Odisha News

BREAKING NEWS

ହାଥରସ ଦଳାଚକଟା ଘଟଣା, ସାମ୍ନାକୁ ଆସିଲା ଭୋଲେ ବାବାଙ୍କ ବୟାନ

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି…

ବିଏସପି ନେତାଙ୍କୁ ହତ୍ୟା, ୬ ଜଣ ଘେରି ନେଲେ ଜୀବନ

ଚେନ୍ନାଇ: ବିଏସପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ। ଏକାସାଙ୍ଗରେ ୬ ଜଣ ଘେରି କରି କରିଥିଲେ ଦଳବଦ୍ଧ ଆକ୍ରମଣ। ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେବା ପରେ ଡାକ୍ତରଖାନାରେ…

ହାଥରସରେ ୧୨୧ ଜଣଙ୍କ ମୃତ୍ୟୁ କାହିଁକି ଓ କେମିତି ହେଲା? ଏସଆଇଟି ରିପୋର୍ଟରୁ ବଡ ଖୁଲାସା

ଲକ୍ଷ୍ନୈା: ହାଥରସର ଏକ ସତସଙ୍ଗରେ ଘଟିଥିବା ଦଳଚକଟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର ଗିରଫ କରିଛି। ହାଥରସ୍ ଦଙ୍ଗା ମାମଲାରେ ୟୁପି ପୁଲିସ ୬ ଜଣଙ୍କୁ ଗିରଫ କରିବାର ଦିନକ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏମାନେ ସମସ୍ତେ ସତସଙ୍ଗ…

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ, ୨୫ରେ ଉପସ୍ଥାପିତ ହେବ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି। ତେବେ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନ…

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର

ରାୟଗଡା: ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର ବିଚିତ୍ରାନନ୍ଦ ନାୟକ । ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, କୌଣସି ଏକ ମାମଲା ପାଇଁ ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ରାୟଗଡା ଜିଲ୍ଲାରେ ଆୟୋଜିତ…

ସେଲ୍ଫି ନେବା ହେଲା କାଳ, ଜଳ ଭଣ୍ଡାରରେ ବୁଡି ଜଣଙ୍କର ମୃତ୍ୟୁ

ଅନୁଗୁଳ - ସେଲ୍ଫି ନେବା ହେଲା କାଳ । ଜଳ ଭଣ୍ଡାର ଭିତରେ ପଶି ଡଙ୍ଗାରେ ଫଟୋ ଉଠାଉଥିବା ବେଳେ ହଠାତ୍ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ୪ ଜଣ ଯୁବକ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେଠାରେ…

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ…

କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର, ସ୍ପଷ୍ଟୀକରଣ ରଖିଲା କ୍ରୀଡା ବିଭାଗ

ଯାଜପୁର: ଯାଜପୁର କୁସୁମାରେ କଟେଜ୍‌ କେଳେଙ୍କାରୀ ଅଭିଯୋଗ ଘଟଣା । ପ୍ରେସମିଟ୍‌ କରି ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ ଏନେଇ ସ୍ପଷ୍ଟିକରଣ ଦେଇଥିଲେ ଯେ ଏହା କ୍ରୀଡା ବିଭାଗର ବ୍ୟୟ ବରାଦରେ ନିର୍ମାଣ କରାଯାଇଛି । କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର । ସିଏସଆରରେ ୮…

ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩: ୬ ଜଣ ବିଜେତାଙ୍କୁ ମିଳିଲା ୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଇମ୍ଫାର ସାମାଜିକ ବିକାଶ ସଂସ୍ଥା ବିଆଇପିଏଫ୍‌ ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଫେସର ଘନଶ୍ୟାମ ଦାଶ (ପିଜିଡିଏସ୍‌) ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ୬ ଜଣ ବିଜେତାଙ୍କୁ ମିଳିଛି ୬ ଲକ୍ଷ ଟଙ୍କା ।…

ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ

ଭୁବନେଶ୍ବର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ ଜିତୁ ରଞ୍ଜନ ଦାସ୍ । ଜିତୁଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ଥାନା ପୋଲିସ । ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ…