Latest Odisha News

BREAKING NEWS

ସ୍ଵାଧିନତାର ୭୭ ବର୍ଷ ପରେ ପ୍ରଥମ ଥର ପାଇଁ ଟିଭି ଦେଖିଲେ ଏହି ଗାଁର ଲୋକେ

ରାଇପୁର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ବ୍ରିଟିଶମାନଙ୍କ ଠାରୁ ସ୍ଵାଧିନତା ପାଇଥିଲା ଭାରତ । ଇତି ମଧ୍ୟରେ ୭୭ ବର୍ଷ ବିତିଗଲାଣି । ଆଉ ଏହାରି ଭିତରେ ଦେଶ ଦ୍ରୁତ ଗତିରେ ବିକାଶ ମଧ୍ୟ ଲାଭ କରିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଜି ବି ଭାରତରେ ଏପରି ଅନେକ ଗ୍ରାମ ଅଛି…

କାହିଁକି ଶିଶୁ ଜନ୍ମ ପରେ ଘରେ ବନ୍ଦ ରହେ ପୂଜାର୍ଚ୍ଚନା?

ଭୁବନେଶ୍ବର: ସାଧାରଣତଃ ଆମ ପରିବାରରେ କାହାର ମୃତ୍ୟୁ ହେଲେ ତାଙ୍କ ସମ୍ମାନରେ ୧୪ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଉପାସନା କରିନଥାଉ । ଏହି ସମୟରେ ପରିଜନଙ୍କୁ ହରାଇ ଆମେ ଦୁଃଖି ମଧ୍ୟ ରହିଥାଉ, ଆଉ ଏଥିସହିତ ପୌରାଣିକ କଥାବସ୍ତୁ ଅନୁଯାୟୀ, ଏହି ସମୟ ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଏହି…

ସ୍ମିଥ, ହେଡଙ୍କ ଶତକ: ଅଷ୍ଟ୍ରେଲିଆ ୪୦୫/୭

ଆଡିଲେଡ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଟ୍ରେଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ ୭ ୱିକେଟ ବିନିମୟରେ ୪୦୫ ରନ ସଂଗ୍ରହ କରିନେଇଛି ।…

ମାତା ପାର୍ବତୀ କାହିଁକି ଦେବୀ ଅନ୍ନପୂର୍ଣ୍ଣାଙ୍କ ଅବତାର ନେଇଥିଲେ ?

ଭୁବନେଶ୍ବର: କୁହାଯାଏ ଯେ ଦେବୀ ଅନ୍ନପୂର୍ଣ୍ଣା ଯେଉଁ ଘରେ ବାସ କରନ୍ତି ସେଠାରେ କଦାପି ଖାଦ୍ୟର ଅଭାବ ହୋଇନଥାଏ | ଏହା ସହିତ ଜୀବନରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଭରି ରହିଥାଏ | ଅନ୍ନପୂର୍ଣ୍ଣା ଜୟନ୍ତୀ ପ୍ରତିବର୍ଷ ମାର୍ଗଶିର ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ | ବିଶ୍ୱାସ…

ବିନା ହିଜାବରେ ଗୀତ ଗାଉଥିଲେ ସିଙ୍ଗର, ଉଠାଇନେଲା ପୋଲିସ

ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି। ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି।…

ମହଙ୍ଗା ହେବ ମ୍ୟାଗି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତୀୟ ତଥା ଆଜିକାଲିର ଯୁବପିଢୀଙ୍କର ସବୁଠାରୁ ପସନ୍ଦର ଖାଦ୍ୟ କହିଲେ ପ୍ରଥମେ ଆସେ ମ୍ୟାଗିର ନାଁ । ମାତ୍ର କେଇଟା ମିନିଟରେ ପ୍ରସ୍ତୁତ ଏହି ନୁଡୁଲ୍ସ ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି । ସକାଳର ଜଳଖିଆ ହେଉ କି ରାତ୍ରୀ ଭୋଜନ ରୋଷେଇ କରିବାର ଇଚ୍ଛା ନଥିଲେ ଝଟପଟ୍…

କାଲି ଆସିବନି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ ବିଲ୍’, ହୋଇପାରେ ବିଳମ୍ବ…

ନୂଆଦିଲ୍ଲୀ: ଦେଶରେ ଏବେ ‘ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ’କୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଛି । ଏହି ନିକଟରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରି ମିଳିଲା ପରେ ଏବେ ଅପେକ୍ଷା କେବେ ଏହା ସଂସଦର ଉଭୟ ଗୃହରେ ପାରିତ ହେବ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି…

୧୭ ମାସ ପରେ ଟେଷ୍ଟରେ ଶତକ ମାରିଲେ ସ୍ମିଥ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ରହିଛି । ଏହି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୧୭ ମାସ ପରେ ସେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଟ୍ରେଭିସ ହେଡଙ୍କ ସହ ସେ ଚତୁର୍ଥ…

ପ୍ରବଳ ଥଣ୍ଡା: ସୁନ୍ଦରଗଡରେ ବର୍ଷର ପ୍ରଥମ ତୁଷାରପାତ

ସୁନ୍ଦରଗଡ: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ଅନୁଭୂତ ହେଉଛି ଶୀତର ପ୍ରକୋପ ।  ଏହାର ପ୍ରଭାବରେ ସୁନ୍ଦରଗଡ କୋଇଡାରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ…

ଚାଲିଗଲା ଜୀବନ: ଭାରି ପଡିଲା କମ୍ପାନୀକୁ ବିରୋଧ କରିବା!

ନୂଆଦିଲ୍ଲୀ: ପୁଣି ବିଦେଶରେ ଜଣେ ଭାରତୀୟଙ୍କ ସନ୍ଦେହଜନକ ମୃତ୍ୟୁ । ସୁଚିର ବାଲାଜୀ ନାମକ ଜଣେ ଭାରତୀୟ-ଆମେରିକୀୟ ଓପନ ଏଆଇ ଗବେଷକଙ୍କର ଗତ ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ହେଲେ ୨୬ ବର୍ଷୀୟ ଓପନ ଏଆଇ ଗବେଷକଙ୍କ ମୃତ୍ୟୁ କେମିତି…