Latest Odisha News

କୁସୁମା ପାର୍କ ଭିତରେ ବଙ୍ଗଳା କାହାର, ତଦନ୍ତ ନିର୍ଦ୍ଦେଶ

ଯାଜପୁର: କୁସୁମା ପାର୍କ ଭିତରେ ଥିବା ଆଲିସାନ ବଙ୍ଗଳା କାହାର? କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ଏହାକୁ ନିର୍ମାଣ କରିଛି ତାହା ଯଥା ଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାମର…

ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ କଲେ ଫ୍ରାଂଚାଇଜର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ଏଥର ଆୟୋଜିତ ହେବ । ଆଗାମୀ ୩ଟି ସିଜନ ପାଇଁ ଫ୍ରାଂଚାଇଜରୀ ଖେଳାଳିଙ୍କୁ ଟିମରେ ନେବେ । ଇତି ମଧ୍ୟରେ ଅଧିକାଂଶ ଫ୍ରାଂଚାଇଜର ଖେଳାଳି ରିଟେନଶନ ସଂଖ୍ୟା ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି । ୫ରୁ୭ ଖେଳାଳିଙ୍କୁ ସେମାନେ ଦଳରେ ରଖିବା ପାଇଁ…

କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ

ଭୁବନେଶ୍ଵର: କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାର୍ଯ୍ୟରେ ସାପ ପାଟିରୁ ବୋତଲ ଟିକୁ ବାହାର କାରାଯାଇଛି । ନାଗଟି ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି…

ସଂସଦରେ ରାହୁଲ ବନାମ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କିତ ଆଲୋଚନା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ଜୋରଦାର ଆକ୍ରମଣ କରିଥିଲେ । ଗୃହରେ ବିରୋଧୀ ଦଳ ନେତା ହେଲା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଗୃହରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଏଇ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ…

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି। ପୂର୍ବରୁ ବିଏମସିର କିଛି ବିଜେଡି କର୍ପୋରେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।…

କାହିଁକି ହାରିଲା ବିଜେଡି ? କହିଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: କାହିଁକି ହାରିଲା ବିଜେଡି ? ନିର୍ବାଚନରେ ବିଜେଡିର ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ବାର-କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ । ନବୀନ ପଟ୍ଟନାୟକ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସ୍ବାଭାବିକ ଭାବେ ଶାସନ ବିରୋଧୀ ହାଓ୍ବା ବିଜେଡି ବିରୋଧରେ…

ମହଙ୍ଗା ପଡ଼ିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଏସଆଇ ବାବୁ

ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ ଧରିଥିଲା ଯାଜପୁର ଭିଜିଲାନ୍ସ ଟିମ । ସୂଚନା…

ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନଭି ଏରୋ

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ମିଟ୍ ଦ ଡ୍ରେପର୍ସ- ସିଜନ ୬ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…

ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ…