Latest Odisha News

BREAKING NEWS

ସୋଆର ‘ମାର୍ଗଶିରର ମହକ’ କାର୍ଯ୍ୟକ୍ରମ: ‘ମାର୍ଗଶିରର ମହକ ସମ୍ମାନ’ ରେ ସମ୍ମାନିତ ହେଲେ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ସାମାଜିକ ଓ ସାଂସ୍କୃତିକ ଶାଖା ‘ କି୍ରଏଟିଭୋ’ ପକ୍ଷରୁ ଆୟୋଜିତ  ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର ଉଦଯାପିତ ହୋଇଛି। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ…

ବିଏସଏନଏଲର ଧମକା ଅଫର୍: ୧୯୯୯ ଟଙ୍କାରେ ୬ ମାସ ପାଇଁ ଦ୍ରୁତ ଇଣ୍ଟରନେଟ୍ ଉପଲବ୍ଧ

ନୂଆଦିଲ୍ଲୀ: ବିଏସଏନଏଲ ଦ୍ୱାରା ବଜାରରେ ନୂତନ ପ୍ଲାନ୍ ମଧ୍ୟ ଆରମ୍ଭ କରାଯାଇଛି। କମ୍ପାନୀ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ନଜରରେ ରଖି ଅଫର ଆଣିଛି | କମ୍ପାନୀ ବ୍ୟବହାରକାରୀଙ୍କୁ ୬ ମାସ ପାଇଁ ଇଣ୍ଟରନେଟ୍ ଯୋଗାଉଛି | ଭାରତ ଫାଇବର ପ୍ଲାନ୍ ରେ ୧୩୦୦ ଜିବି ହାଇ ସ୍ପିଡ୍ ଡାଟା ଦିଆଯାଉଛି |…

ମୋ ପତ୍ନୀଙ୍କ ମୃତ୍ୟୁରେ ଅଲ୍ଲୁ ଅର୍ଜୁନଙ୍କ ଭୂମିକା ନାହିଁ, ମାମଲା ଉଠାଇ ନେବି : ମୃତ ମହିଳାଙ୍କ ସ୍ଵାମୀ

ହାଇଦ୍ରାବାଦ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ତାଙ୍କୁ ମିଳିଛି ଜାମିନ। ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ତେଲଙ୍ଗାନା…

ବିମାନ ଲ୍ୟାଣ୍ଡିଂ-ଟେକଅଫ୍ ସମୟରେ କାହିଁକି ଝରକାର ପରଦା ଖୋଲିବାକୁ କୁହାଯାଏ?

ନୂଆଦିଲ୍ଲୀ:ଟ୍ରେନ୍,ବିମାନର ଅନେକ ନିୟମ ଅଛି ଯାହା ବିଷୟରେ ଆମେ ଅଧିକାଂଶ ଜାଣିନଥାଉ | କିମ୍ବା ଆମେ ସେ ସବୁକୁ ଅଣଦେଖା କରିଥାଉ | ଏଥି ମଧ୍ୟରୁ ଗୋଟିଏ ହେଉଛି ଉଡ଼ାଣ ଅବା ଅବତରଣ ସମୟରେ ଝରକାର ପରଦା ଖୋଲିବା | ଆପଣ ଜାଣନ୍ତି କାହିଁକି ଏହା କରାଯାଏ? ତେବେ ଆସନ୍ତୁ ଜାଣିବା ଏହାର କାରଣ…

ଡାଇବେଟିସ୍ ହେଲେ ସର୍ବପ୍ରଥମେ କ’ଣ କରିବା ଉଚିତ୍?

ଭୁବନେଶ୍ବର: ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଲୋକଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ ନାହିଁ, ବେଳେବେଳେ ଏହା ଅଧିକ ବଢେ ଏବଂ ବେଳେବେଳେ ଏହା ବହୁତ କମିଯାଏ । ତେବେ ଡାଇବେଟିସ୍ ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ ଏକ ରୋଗ ଅଟେ । ଏହି ରୋଗରେ ପୀଡିତ ଲୋକମାନେ ସେମାନଙ୍କର…

ଭୂମିହୀନଙ୍କ ପାଇଁ ବଡ ଘୋଷଣା, ସରକାର ଦେବେ ୪ ଡେସିମିଲି ଜମି

ଭୁବନେଶ୍ବର: ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।  ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି…

ହାଇବ୍ରିଡ ମଡେଲରେ ଆୟୋଜିତ ହେବ ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାଇବ୍ରିଡ ମଡେଲରେ ହେବ ବୋଲି ସ୍ଥ୍‌ିର ହୋଇଛି । ଆଇସିସି ଏଥିନେଇ ମଂଜୁରୀ ପ୍ରଦାନ କରିଛି । ଏବେ ଏହି ଟୁର୍ଣ୍ଣାମେଂଟ ପାକିସ୍ତାନ ଓ ଦୁବାଇରେ ମିଳିତ ଭାବେ ଆୟୋଜିତ ହେବ । ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ବିସିସିଆଇ ଓ ପିସିବି ମଧ୍ୟରେ ଏ…

ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ମ୍ୟାଚ ଖେଳିବେ କୋହଲି

ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଦ୍ୱିତୀୟ ଖେଳାଳି ଭାବେ ଅଷ୍ଟ୍ରେଲିଆରେ ୧୦୦ ଟେଷ୍ଟ ଖେଳିବେ । ସଚିନ ତେନ୍ଦୁଲକର ୧୧୦ ମ୍ୟାଚ ଖେଳି ତାଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୯୯…

ରାଜ୍ୟ ସଭା ଉପନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍‌ କୁମାର

ଭୁବନେଶ୍ୱର : ରାଜ୍ୟ ସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଜିତ କୁମାର। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନପତ୍ର ଭରିଥିଲେ ସୁଜିତ୍‌। ନିର୍ବାଚନ ଜିତିବା ପରେ ସୁଜିତ୍‌ କହିଛନ୍ତି, ନେତା ବିଜେଡିରୁ ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦%…