ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଏଫସିଆଇ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ। ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସିବିଆଇ। ଏଫଆଇସି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ୨ ଅଧିକାରୀ ସହ କୋଲକାତାର ଏକ ଘରୋଇ…