ଟିମ ଇଣ୍ଡିଆ ପାଇଁ ଗମ୍ଭୀର ନୁହନ୍ତି ତ ବଡ ସମସ୍ୟା
ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଆଲୋଚନା ସବୁଠାରେ ଚାଲିଛି । ତେବେ ନିକଟ ଭବିଷ୍ୟତରେ ଭାରତର ଖରାପ ପ୍ରଦର୍ଶନ ପାଇଁ କୋଚ ଗୌତମ ଗମ୍ଭୀର କଣ ଦାୟୀ ନୁହନ୍ତି କି ? ବର୍ଡର-ଗାଭାସ୍କର ଟ୍ରଫିରେ କୋଚ ଏବଂ ଅନ୍ୟ ଷ୍ଟାଫଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ରହି ନାହିଁ ।…