ଶ୍ରୀଲଙ୍କା ସିରିଜ ପୂର୍ବରୁ ଘୋଷଣା ହେବେ ଟିମ ଇଣ୍ଡିଆର ନୂଆ କୋଚ
ବ୍ରିଜଟାଉନ: ଭାରତ ଟି୨୦ ବିଶ୍ୱକପ ଚାମ୍ପିୟନ ହେବା ପରେ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଖୁବ ଶୀଘ୍ର ନୂତନ କୋଚ ଏବଂ ଟି୨୦ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରୋହିତ ଶର୍ମା ଟି୨୦ ଅବସର ଘୋଷଣା କରିବା ପରେ ଏହି ପଦ ମଧ୍ୟ…