ବ୍ରହ୍ମପୁତ୍ର ନଦୀ ଉପରେ ଡ୍ୟାମ ତିଆରିକୁ ନେଇ ଚିନ୍ତାରେ ଭାରତ, ଚୀନ କହିଲା ପଡିବନି ନକାରାତ୍ମକ ପ୍ରଭାବ
ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଏବଂ ୨୦୩୫ ପର୍ଯ୍ୟନ୍ତ ଏହାର ଦୀର୍ଘମିଆଦୀ ବିକାଶ ରଣନୀତିର ଏକ ଅଂଶ।…