Latest Odisha News

BREAKING NEWS

ବର୍ଷାଦିନିଆ ଫ୍ୟାସନ୍: ବର୍ଷାଦିନେ ବାହାରକୁ ଗଲେ ପିନ୍ଧନ୍ତୁ ଏହି ପ୍ରକାରର ଚପଲ୍

ଭୁବନେଶ୍ଵର: ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା .. ବର୍ଷା ଦିନେ ବାହାରକୁ…

ବିରାଟଙ୍କ ପରେ ରୋହିତ ବି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ: ଶନିବାର ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟୀ କରାଇବା ପରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ…

ସମାଲୋଚିତ ହେଉଥିଲେ, ଏବେ ଶାଣିତ ବୋଲିଂ ପାଇଁ ସମସ୍ତେ ହାର୍ଦ୍ଦିକଙ୍କୁ ମନେ ରଖିବେ..

ନୂଆଦିଲ୍ଲୀ: ଏଇ କିଛି ଦିନ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ସମାଲୋଚିତ ହୋଇଥିଲେ। ସୋଶିଆଲ ମିଡିଆ ହେଉ ଅବା ଗଣମାଧ୍ୟମ ସବୁଠି ହାର୍ଦ୍ଦିକ ପାଣ୍ଡ୍ୟା ସମାଲୋଚିତ ଥିଲେ। କିନ୍ତୁ ବିଶ୍ୱକପ ଫାଇନାଲରେ ଶେଷ ଓଭରରେ ଯେଉଁଭଳି ବୋଲିଂ…

ସୂର୍ଯ୍ୟକୁମାର ଯାଦବ ମିଲରଙ୍କ କ୍ୟାଚ ଧରିନଥିଲେ ବରଂ ଭାରତୀୟଙ୍କୁ ବଡ଼ ଆଶ୍ୱସନା ଦେଇଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଫ୍ଲପ୍ ହୋଇଛନ୍ତି। କିନ୍ତୁ ତାଙ୍କ ଫିଲ୍ଡିଂ ଦକ୍ଷତା ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ଶନିବାର କେନସିଂଟନ ଓଭାଲରେ ଖେଳାଯାଇଥିବା ଏକ ମୁକାବିଲାରେ ଭାରତ…

ଟି-୨୦ ବିଶ୍ୱକପ ବିଜୟ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ…

ଟି-୨୦ ବିଶ୍ୱକପ ଜିତିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ୧୧ ବର୍ଷର ଅନ୍ତ ଘଟାଇଲା

ନୂଆଦିଲ୍ଲୀ: ଶେଷରେ ଜୁନ୨୯ ତାରିଖରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମହେନ୍ଦ୍ର ସିଂହ ଧୋନୀ ଶେଷ ଥର ପାଇଁ ଭାରତ ପାଇଁ ଆଇସିସି ଟ୍ରଫି ଉଠାଇବାର ୧୧ ବର୍ଷ ପରେ ରୋହିତ ଶର୍ମାଙ୍କ ଦଳ ଟି-୨୦ ବିଶ୍ୱକପ ଟ୍ରଫି ଉପରେ ହାତ ରଖିଛି। ବାର୍ବାଡୋସର କେନ୍ସିଂଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ

ଭୁବନେଶ୍ୱର: ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଘୋଷଣା କରିଛନ୍ତି ବିଜେପି ସରକାରର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାରେ କଣ ଚାଲିଥିଲା ?

ଭୁବନେଶ୍ବର: କିଏ କହୁଛନ୍ତି ରଙ୍ଗଶାଳା ତ କିଏ କହୁଛନ୍ତି ମଉଜ କରୁଥିଲେ ବିଜେଡି ନେତା । ପୁଣି କିଏ କହୁଛନ୍ତି ଆସୁଥିଲେ ସେଲିବ୍ରିଟି । ଯାଜପୁର ଜିଲ୍ଲା ଧର୍ମଶାଳାରେ ରହିଥିବା ବଲ୍ଲେ ବଲ୍ଲେ ଢାବା ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି । ପୂର୍ବତନ…

ୟାଟସ ବିଜେତାଙ୍କ ଇସ୍ରୋ ପରିଦର୍ଶନ, ୩୦ଟି ଜିଲ୍ଲାର ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ୟାଟ୍‌ସ ୨୦୨୩ର ବିଜେତାମାନେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଂଟର ପରିଦର୍ଶନ କରିବାକୁ ଯାତ୍ରା…

ସକ୍ରିୟ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଆଜିଠୁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ -ଢେଙ୍କାନାଳ,…