ଏନର୍ଜି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ…
ନୂଆଦିଲ୍ଲୀ: କମ୍ବୋଡିଆ ସରକାର ବିଦ୍ୟାଳୟରେ ଏନର୍ଜି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୁହାଯାଉଛି ଯେ ଯୁବପିଢିମାନଙ୍କ ମଧ୍ୟରେ ମଧୁମେହ ରୋଗ ବୃଦ୍ଧି ପାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଉପ-ପ୍ରଧାନମନ୍ତ୍ରୀ, ଶିକ୍ଷା, ଯୁବ ଓ କ୍ରୀଡା ମନ୍ତ୍ରୀ ହ୍ୟାଙ୍ଗ ଚୁନ୍…