୨୦୧୩ ପରଠାରୁ ୫ ଆଇସିସି ଟାଇଟଲ ହାତଛଡା କରିଛି ଭାରତ
ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତ । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ୨୦୧୩ ପରଠାରୁ ଭାରତ ୫ଟି ଆଇସିସି ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ । ୨୦୨୪ ଟି୨୦…