ମହାନଦୀରେ ମାଛ ଧରା ବନ୍ଦ, କଟକଣା ଜାରି କଲା ବନ ବିଭାଗ
କଟକ: ମହାନଦୀ ଉପରେ ଚାଲିବନି ଡଙ୍ଗା କଟକଣା ଜାରି କଲା ବନ ବିଭାଗ । କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି । କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ବନ୍ଦ ରହିବ ।
ଜାନୁୟାରୀ ୫ରୁ ୯ ମଧ୍ୟରେ କୁମ୍ଭୀରମାନଙ୍କର ବାର୍ଷିକ…