୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଅପରାଜେୟ ଟିମ ହେବ ଚାମ୍ପିୟନ
କିଙ୍ଗଷ୍ଟନ ଓଭାଲ: ଦୀର୍ଘ ୧୭ ବର୍ଷ ପରେ ଏଥର ଟି୨୦ ବିଶ୍ୱକପରେ ଏକ ଅପରାଜେୟ ଟିମ ଚାମ୍ପିୟନ ହେବ । ଫାଇନାଲରେ ପ୍ରବେଶ କରିଥିବା ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏଥର କୌଣସି ମ୍ୟାଚ ନ ହାରି ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବ ୮ଟି ସଂସ୍କରଣରେ ଏଭଳି ଘଟଣା କେବେ ଘଟି ନାହିଁ । ଗ୍ରୁପ…