Latest Odisha News

BREAKING NEWS

ଏସବିଆଇ ଅମୃତ ବୃଷ୍ଟି ଯୋଜନା : ୪୪୪ଦିନରେ ହେବେ ଧନୀ, ସୁଯୋଗ କେବଳ ଏତେ ଦିନ ପାଇଁ..

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାକୁ ସୁଯୋଗ ଦେଉଛି। ନିକଟରେ ଏସବିଆଇ ବ୍ୟାଙ୍କ ଅମୃତ ବୃଷ୍ଟି ଯୋଜନା (ଏଫଡି ସ୍କିମ) ଆରମ୍ଭ କରିଛି। ଏହି ସୀମିତ ଅବଧି ସ୍ଥିର ଜମା ଯୋଜନା ୧୬…

ସ୍ତ୍ରୀ-୨’ ଅଭିନେତାଙ୍କୁ ଅପହରଣ, ୧୨ ଘଣ୍ଟା ରଖିଥିଲେ ବନ୍ଧକ… 

ନୂଆଦିଲ୍ଲୀ: 'ସ୍ତ୍ରୀ-୨' ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ନଭେମ୍ବର ୨୦ରେ ମେରଟରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପୂର୍ବରୁ ତାଙ୍କୁ କିଡନାପ୍ କରାଯାଇଥିଲା। ଅଭିନେତା ଜଣକ ଦିଲ୍ଲୀ-ମେରଟ ରାଜପଥରେ ପହଞ୍ଚିବା ମାତ୍ରେ ତାଙ୍କୁ ଅପହରଣ କରି…

ଶ୍ରୀମନ୍ଦିର ଜଗିବେ ସ୍ବତନ୍ତ୍ର ବାଟାଲିୟନ, ସିଧା ନିଯୁକ୍ତି ପାଇବେନି ସୁରକ୍ଷା ବାହିନୀ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।…

ସଂସଦରେ ରାହୁଲଙ୍କ ଅଲଗା ଅନ୍ଦାଜ୍, ବଢେଇ ଦେଲେ ଗୋଲାପ…

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜ୍ ଦେଖାଇ ସଂସଦ ପରିସରରେ ଶାସକ ବିଜେପି ବିରୋଧରେ ଗର୍ଜୁଛି କଂଗ୍ରେସ । ଆଦାନୀ ଠକେଇ ମାମଲାକୁ ନେଇ ବାରମ୍ବାର ସଂସଦ ବାହାରେ ସରକାରଙ୍କୁ ଘେରୁଛନ୍ତି । କେତେବେଳେ ନାରା ବାଜି କରି ତ ଆଉ କେତେ ବେଳେ ବିଭିନ୍ନ ସ୍ଲୋଗାନ୍…

ଏକ୍ସଏଆଇ : ଏଲୋନ୍ ମସ୍କ ଲଞ୍ଚ କଲେ ଅରୋରା, ସହଜରେ ତିଆରି ହେବ ଏଆଇ ପ୍ରତିଛବି

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଅରୋରାକୁ ଲଞ୍ଚ କରିଛି । ଯାହାକି କମ୍ପାନୀର ଏଆଇ ପ୍ରତିଛବି ଜେନେରେଟର ଟୁଲ୍ ଅଟେ | ରିପୋର୍ଟ ଅନୁସାରେ, ଅରୋରା ନିକଟରେ ଲାଇଭ୍ ହୋଇଥିଲା କିନ୍ତୁ ପରେ କମ୍ପାନୀ ଏହାକୁ ଡାଉନ କରିଥିଲା । ଏବେ ପୁନର୍ବାର ଏହାକୁ ଲଞ୍ଚ କରିଦିଆଯାଇଛି | ଅରୋରା…

ପର୍ବତଠୁ ଉଚ୍ଚ ଭାରତ-ଋଷ ସମ୍ପର୍କ: ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମସ୍କୋରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ଯରେ ଥିବା ବିପୁଳ ସହଭାଗୀତାର ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି। ସୂଚନା…

ଏହି ଅଭ୍ୟାସ ଆପଣଙ୍କୁ କରିପାରେ ଅସୁସ୍ଥ, ରୋଷେଇ ପୂର୍ବରୁ ଧ୍ୟାନ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା…

ଯଦି ଆମେ ପ୍ରତିଦିନ ବିଭିନ୍ନ ରଙ୍ଗର ପନିପରିବା ଖାଇଥାଉ ତେବେ ଆମର ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ। ତଥାପି, କିଛି ଜିନିଷର ଯତ୍ନ ନେବା ମଧ୍ୟ ଜରୁରୀ। ଋତୁକାଳୀନ ପନିପରିବା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ରହିବ। ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।…

ଆଳୁ ପାଇଁ ଖର୍ଚ୍ଚ ହୋଇଛି ୬୪ କୋଟି, ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ଭୁବନେଶ୍ବର: ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମି ଆଳୁ ଚାଷ କରିବା ପାଇଁ  ଯୋଜନା କରାଯାଇଥିବା ବେଳେ ଆଳୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ…

ଏସସିବି ଚାକିରି ବିକ୍ରି ମାମଲା: ଆଉ ୨ ଜଣ ଗିରଫ

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଏଥିସହିତ ସହିତ ଗିରଫଦାରୀ ୪କୁ ପହଞ୍ଚିଛି ।…

ପିଏମ ମୋଦିଙ୍କୁ ଭେଟିଲେ କପୁର ପରିବାର, ପାଳନ ହେବ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ

ନୂଆଦିଲ୍ଲୀ:ରାଜ କପୁରଙ୍କ ପରିବାର ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କପୁର ପରିବାର ତାଙ୍କୁ ରାଜ କପୁର ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଥିଲେ। ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ |…