ମହାନ ଅଲରାଉଣ୍ଡର କପିଳ ଦେବ କହିଲେ ମୋ ଠାରୁ ୧୦୦୦ଗୁଣ ଭଲ ବୋଲିଂ କରୁଛନ୍ତି ବୁମରାହ
ନୂଆଦିଲ୍ଲୀ: ଭାରତକୁ ପ୍ରଥମ କ୍ରିକେଟ ବିଶ୍ୱକପ ସ୍ୱାଦ ଚଖାଇଥିବା ମହାନ ଅଲରାଉଣ୍ଡର କପିଳ ଦେବ ଗୁରୁବାର ଯଶପ୍ରୀତ ବୁମରାହଙ୍କ ବୋଲିଂକୁ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଏଥିରେ ବୁମରାହ ବୋଲିଂ ଦଳର…