Latest Odisha News

BREAKING NEWS

ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା। ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ବେଲଗୁଣ୍ଠାର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ ମଧ୍ୟ ବିଜେଡି ଛାଡି ଆନୁଷ୍ଠାନିକ…

୧୭ରୁ ରତ୍ନଭଣ୍ଡାର ମରାମତି, ୩ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ ଧାର୍ଯ୍ୟ ହେଲା ତାରିଖ । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ । ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀ ପାଢୀ କହିଛନ୍ତି…

ଓପିଟିସିଏଲ ଯନ୍ତ୍ରୀଙ୍କ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବରେ ଅହେତୁକ ବିଳମ୍ବ

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାର ନିଗମ( ଓପିଟିସିଏଲ) ଯନ୍ତ୍ରୀ ସଂଘର ଭୁବନେଶ୍ବର, ଅନୁଗୁଳ, ବ୍ରହ୍ମପୁର ବବଙ୍ଗ ବାଲେଶ୍ବର କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟକାରିଣୀ ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦୀର୍ଘ ବର୍ଷ ଧରି ନିଗମ କର୍ତ୍ତୃପକ୍ଷ ଦ୍ବାରା କ୍ରମାଗତ…

ରାଜ୍ୟର ୮୭ଟି ଜେଲରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ

ଭୁବନେଶ୍ୱର: କଏଦୀଙ୍କ ପାଇଁ ଆସିଲା ଖୁସି ଖବର । କଏଦୀଙ୍କ ସଜା କୋହଳ କରିବେ ସରକାର । ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା କୋହଳ ହେବ । ଜେଲ୍‌ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍‌ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସବୁବେଳେ ଏହି କଏଦୀମାନେ…

କୃଷି ବିଭାଗର ୫ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ମଙ୍ଗଳବାର କୃଷି ବିଭାଗର ୫ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ, ଆଇସିଆରଆଇଏସଏଟି, ଆଇସିଏଆରଡ଼ିଏ, ଏମଏସଏସଆରଏଫ୍ ଓ ଏଏଫସି ଇଣ୍ଡିଆ ଲିମିଟେଡ଼ ମଧ୍ୟରେ…

ଗାବାରେ ଏହି ୪ ଭାରତୀୟ ମାରିଛନ୍ତି ଶତକ

ଗାବା: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ତୃତୀୟ ଟେଷ୍ଟ ଗାବାରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ ରୋମାଂଚକ ସ୍ଥିତିରେ ପଂହଚିଛି । ପ୍ରଥମ ମ୍ୟାଚରେ ଭାରତ ୨୯୫ ରନରେ ଜିିତିଥିବା ବେଳେ ଦ୍ୱିତୀୟ ମୁକାବିଲା ଅଷ୍ଟ୍ରେଲିଆ ୧୦ ୱିକେଟରେ ଜିତିଛି । ୨୦୨୧ରେ ଗାବାରେ ଟେଷ୍ଟ…

ଓଡିଶା ମାଷ୍ଟର୍ସ ଆନ୍ତର୍ଜାତୀୟ ବ୍ୟାଡମିଂଟନ: ମାନବ, ଫ୍ଲୋରା ବିଜୟୀ

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ୨୦୨୪ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କଟକରେ ତୃତୀୟ ଥର ପାଇଁ…

ସାବତ ଝିଅର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ରୁପାଲି

ନୂଆଦିଲ୍ଲୀ: 'ଅନୁପମା' ସିରିଏଲର ଲିଡ୍ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ସାବତ ଝିଅର ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ତାଙ୍କ ସାବତ ଝିଅ ଇଶା ବର୍ମା ତାଙ୍କ ମା’ଙ୍କ ବିବାହ ରୁ ପାଲିଙ୍କି ପାଇଁ ଭାଙ୍ଗିଥିବାର ଅଭିଯୋଗ କରିଛନ୍ତି। ଯାହାପରେ ରୁପାଲି ଇଶାଙ୍କ ବିରୋଧରେ ୫୦ କୋଟି…

ପୁନରୁଦ୍ଧାର ହେବ ଆସିକା ଚିନି ଶିଳ୍ପ, ଗଠନ ହେବ ଟାସ୍କ ଫୋର୍ସ

ଭୁବନେଶ୍ୱର: ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ କରାଯିବ । ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଆଉ ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ…

ହଜି ଯାଉଛି ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ

ଆଡିଲେଡ: ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ ଏବେ ହଜିବାରେ ଲାଗିଛି । ଏବେ ଅଧିକାଂଶ ମ୍ୟାଚ ସମ୍ପୂର୍ଣ୍ଣ ଏକତରଫା ହେଉଛି । ଏଥିପାଇଁ ସୀମିତ ଓଭର କ୍ରିକେଟ ବିଶେଷ କରି ଟି୨୦କୁ ଦାୟୀ କରାଯାଉଛି । ଏହା ଆମେ କହୁ ନାହୁଁ ପରିସଂଖ୍ୟନ ଏହା ସୂଚେଇବାକୁ ବାଧ୍ୟ କରାଉଛି । ବ୍ୟାଜବଲ କ୍ରିକେଟ ଯୋଗୁ…