Latest Odisha News

BREAKING NEWS

‘ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅରବିନ୍ଦ କେଜ୍ରିଓ୍ଵାଲ’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅପରାଧିକ ଷଡ଼ଯନ୍ତ୍ରର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅରବିନ୍ଦ କେଜ୍ରିଓ୍ଵାଲ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ସ୍ୱତନ୍ତ୍ର ଅଦାଲତକୁ ଏହା କହିଛି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇ ମାର୍ଚ୍ଚ ମାସରେ…

ଲୋକ ପାଇଲଟ୍ ଅପହରଣ ଓ ଚୋରି ଘଟଣାରେ ତିନି ଅଭିଯୁକ୍ତ ଗିରଫ

ରାଉରକେଲା: ଦକ୍ଷିଣ ପୂର୍ବ ରେଳପଥର ଲୋକୋ ପାଇଲଟ୍ ନିହାର ସରକାରଙ୍କୁ ଅପହରଣ ଘଟଣାରେ ତିନି ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ସଂଗ୍ରାମ କେଶରୀ ପଟ୍ଟନାୟକ ଓରଫ ସୋନୁ (୨୭), ସ୍ମୃତି ରଞ୍ଜନ ପାଇକରାୟ ଓରଫ ବୁବୁ (୩୫) ଓ ସତ୍ୟ ପ୍ରକାଶ ପ୍ରଧାନ ଓରଫ ବଣ୍ଟି…

ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ : ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଗୁୟାନା: ବର୍ଷା ଆଶଙ୍କା ମଧ୍ୟରେ ୨୦୦୭ ଉଦଘାଟନୀ ସଂସ୍କରଣର ଚାମ୍ପିଅନ ଭାରତ ଓ ଦୁଇ ଥରର ବିଜେତା ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚଳିତ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ । ଗୁୟାନାରେ ଖେଳାଯିବ ମ୍ୟାଚ୍ । ଯଦି ବର୍ଷା ବାଧକ ସାଜେ, ତାହା ହେଲେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ’ ନାହିଁ ।…

ଦାଦନ ଖଟିବାକୁ ଯାଇ ପୁଣି ଗଲା ଓଡିଆ ପୁଅ ଜୀବନ

କେନ୍ଦୁଝର: ସରୁନି ଦାଦନ ଦୁଃଖ । ବୁଢା ବୟସରେ ଭେଣ୍ଡିଆ ପୁଅ ମୁହଁରେ ନିଆଁ ଦେବେ ବାପା ମାଆ । ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ପରିବାରର ଦୁଃଖ ଦୂର କରିବାକୁ ସ୍ବପ୍ନ ନେଇ ଯାଇଥିବା ପୁଅ ଆଜି ସବୁଦିନ ପାଇଁ ପରିବାରଠୁ ଦୂରକୁ ଚାଲିଗଲେ । ପୁଣି ଏଭଳି କିଛି କରୁଣ ଦାଦନ…

୨ ଦିନ ପ୍ରବଳ ବର୍ଷା, ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଫଳରେ ଆଜି ଓ ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ…

ମୟୂର ପୁଚ୍ଛ ବଦଳାଇ ଦେବ ଭାଗ୍ୟ

ଭୁବନେଶ୍ୱର : ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ। ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନ୍‌ରେ ରହିଥାଏ। ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ବାସ୍ତୁବିତ୍ ମତାମତ ଦେଇଥାନ୍ତି। ଏହାର ନିରାକରଣ ପାଇଁ ମଧ୍ୟ…

ନାଦବ୍ରହ୍ମ ସଙ୍ଗୀତ ଉତ୍ସବ-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ନାଦବ୍ରହ୍ମ ସଙ୍ଗୀତ ଉତ୍ସବ-୨୦୨୪ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିବସରେ ଏକାମ୍ର ବିଧାୟକ ବାବୁ ସିଂ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, କୁଳପତି…

ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରା ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ପୁରୀ ପୌର ପରିଷଦରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ (ଏକଜ୍ୟୁଟିଭ ଅଫିସର)ଙ୍କୁ ନିଯୁକ୍ତି ଦେଇଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ରାଜ୍ୟ ସରକାର ଏକଜ୍ୟୁଟିଭ ଅଫିସର ନିଯୁକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରା…

ମହିଳାଙ୍କୁ ମାଡ ମାରିବା ଘଟଣା: ଚାନ୍ଦବାଲି ଥାନାର ତିନି ପୋଲିସଙ୍କ ବଦଳି

ଚାନ୍ଦବାଲି: ନାବାଳିକା ଝିଅ ଏବଂ ମା’ଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ଘଟଣାରେ ଭଦ୍ରକ ଏସପି ଚାନ୍ଦବାଲି ଥାନାର ଏଏସଆଇ, କନେଷ୍ଟବଳ ଏବଂ ହୋମଗାର୍ଡଙ୍କୁ ଭଦ୍ରକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଏସପି ପ୍ରାଥମିକ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସ ଏବେ…

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନକୁ ପରାସ୍ତ କରି ରଚିଲା ଇତିହାସ

ନୂଆଦିଲ୍ଲୀ: ଶେଷରେ !! ଦକ୍ଷିଣ ଆଫ୍ରିକା ଆଇସିସି ଇଭେଣ୍ଟର ଫାଇନାଲରେ !! ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୪ର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହାତରେ ଥାଇ ଏବଂ ୬୭ ବଲ୍ ବାକି ଥାଇ ଆଫଗାନିସ୍ତାନଠୁ ମ୍ୟାଚ ବିଜୟୀ…