ମୃତ ଶିଶୁକନ୍ୟାକୁ ମେଡିକାଲ୍ରେ ଛାଡ଼ି ଦୁର୍ବୃତ୍ତ ଚମ୍ପଟ୍
କୋରାପୁଟ: ମୃତ ଶିଶୁକନ୍ୟାକୁ ମେଡିକାଲ୍ରେ ଛାଡ଼ି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ। ବାଇକରେ ଆଣି ସୁନାବେଡ଼ା ମେଡିକାଲ୍ରେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ଦୁର୍ବୃତ୍ତ। ସୂଚନା ପାଇ ସୁନାବେଡ଼ା ମେଡ଼ିକାଲରେ ପହଞ୍ଚିଲେ ସୁନାବେଡ଼ା ଏସ୍ଡିପିଓ । ଘଟଣାର ତନାଘନା ଆରମ୍ଭ ହୋଇଥିବା ବେଳେ କିଏ…