ସିରାଜ, ହେଡ ଦଣ୍ଡିତ
ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟାରେ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଆଇସିସି ମହମ୍ମଦ ସିରାଜ ଓ ଟ୍ରେଭିସ ହେଡଙ୍କୁ ଦଣ୍ଡିତ କରିଛି । ସିରାଜଙ୍କ ମ୍ୟାଚ ଫିସର ୨୦ ପ୍ରତିଶତ ଅର୍ଥ ଜରିମାନା ବାବଦରେ କଟାଯାଇଛି । ଭାରତର ପେସ ବୋଲର ସିରାଜ ଆଇସିସି କୋଡ ଅଫ କଣ୍ଡକ୍ଟ ୨.୫ର…