Latest Odisha News

BREAKING NEWS

କେନ୍ଦୁଝରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ: ବିଜେଡିକୁ କଲେ ଟାର୍ଗେଟ୍, କହିଲେ କାହାକୁ ବି ଛଡାଯିବ ନାହିଁ

ଭୁବନେଶ୍ୱର: ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ବିଭିନ୍ନ ଉନ୍ନତି ଦିଗରେ ଧ୍ୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମ ମାଟି କେନ୍ଦୁଝରକୁ ଯାଇଥିବା ମୋହନ ମାଝୀ ପୂର୍ବତନ ସରକାର ଉପରେ ବର୍ଷିଛନ୍ତି। କେନ୍ଦୁଝରର ଷ୍ଟାଡିୟମରେ…

ବାଲେଶ୍ବର ପୌରାଞ୍ଚଳରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ମୋବାଇଲ୍‌ ଇଣ୍ଟରନେଟ୍‌

ବାଲେଶ୍ବର: ବାଲେଶ୍ବର ପୌରାଞ୍ଚଳରେ ଆସନ୍ତାକାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ଏନେଇ ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ। ଗୋଷ୍ଠୀ ସଂଘର୍ଷକୁ ନେଇ ବାଲେଶ୍ୱର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ଲାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆସନ୍ତାକାଲି…

ସରକାରଙ୍କ କଠୋର ପଦକ୍ଷେପ: ଇଲେକ୍ଟ୍ରୋନିକ ସାମଗ୍ରୀର ୱାରେଂଟି ନେଇ ଗ୍ରାହକଙ୍କୁ ଭ୍ରମିତ କରନି

ନୂଆଦିଲ୍ଲୀ: ୱାରେଂଟି ନେଇ ଗ୍ରାହକଙ୍କୁ ଭ୍ରମିତ ନ କରିବା ପାଇଁ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀଗୁଡିକ ଉପରେ ବର୍ଷିଛନ୍ତି । କମ୍ପାନୀଗୁଡିକ ଏଥର ସାମଗ୍ରୀ ଉପରେ ଥିବା ୱାରେଂଟି ସମ୍ପର୍କରେ ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଜଣାଇବେ । ଯାହା ଫଳରେ ଗ୍ରାହକ…

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା

ସମ୍ବଲପୁର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଡିସି ପଟ୍ଟା ପାଇଥିବା ହୀରାକୁଦ ବିସ୍ଥାପିତ ବୁଡ଼ି ଅଞ୍ଚଳବାସୀଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଡିସେମ୍ବର ସୁଦ୍ଧା…

ବିଦ୍ୟୁତ୍ ଆଘାତରେ ୬ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟଣା, ୧ ଲକ୍ଷ ୪୭ ହଜାର ଟଙ୍କା ସହାୟତା ପାଇବେ ମାଲିକ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତୁଳସୀଡିଆ ଗାଁରେ ଆଜି ସକାଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଟି ଗାଈ, ୨ଟି ବାଛୁରୀ ଓ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଏହି ଘଟଣାରେ ଗୋ ସମ୍ପଦର…

ଘଟଗାଁକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସାଧାରଣ ଜନତାଙ୍କ ଭାବାବେଗ ଓ ଉତ୍ସାହ ଏହାକୁ ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ପୂନର୍ବାର ସସପେଣ୍ଡ ହେଲେ ବଜରଙ୍ଗ ପୂନିଆ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୂନିଆଙ୍କ ସମସ୍ୟା କମିବାରେ ନାମ ଧରୁନି । ରବିବାର ପୂନର୍ବାର ତାଙ୍କୁ ସସପେଣ୍ଡ କରାଯାଇଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ତାଙ୍କୁ ନିଲମ୍ବନ କରିଛି । ପୂର୍ବରୁ କୌଣସି ଚାର୍ଜ ନୋଟିସ ଦିଆ ଯାଇ ନ ଥିବାରୁ ଆଂଟି ଡିସିପ୍ଲିନାରୀ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ହେଲେ କେଜ୍ରିୱାଲ। ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ପିଟିସନ୍‌…

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ରାୟପୁର: ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ସହିଦ । ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିଅନର ୨ ଯବାନ ସହିଦ । ସୁକ୍‌ମା ଜିଲ୍ଲା ଜଗରଗୁଣ୍ଡା ଥାନା ଅଞ୍ଚଳରେ ହୋଇଛି ଆଇଇଡି ବିସ୍ଫୋରଣ । ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ…

ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ଭାରୀ

ଆଂଟିଗା: ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସୁପର ଏଇଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିଜୟ ଅଷ୍ଟ୍ରେଲିଆ ପାଇଁ ଜରୁରୀ । ଆଫଗାନିସ୍ତାନଠାରୁ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଟି୨୦ ବିଶ୍ୱକପରେ ଓଭରାଲ…