ରାଷ୍ଟ୍ରପତି ଭବନ ଉପରେ ବିଦ୍ରୋହୀଙ୍କ କବଜା; ଯାହା ପାଇଲେ ଟେକିନେଲେ
ନୂଆଦିଲ୍ଲୀ: ଦୀର୍ଘ ଦିନର ଗୃହ ଯୁଦ୍ଧ ପରେ ସିରିଆରେ ଶାସନ ବଦଳିଛି। ଜାତୀୟ ପତାକା ମଧ୍ଯ ବଦଳିଛି। ଏଥିସହିତ ରାଜଧାନୀ ଦାମସକର ଭାବମୂର୍ତ୍ତି ମଧ୍ୟ ବଦଳିଛି। ବିଦ୍ରୋହୀମାନଙ୍କ ଦ୍ୱାରା ସମଗ୍ର ଦାମସକ କମ୍ପିତ ହୋଇଛି। ବିଦ୍ରୋହୀମାନେ ଅସଦ ପରିବାରର ୫୪ ବର୍ଷର ଶାସନକୁ ଶେଷ କରିଥିବାରୁ ସିରିଆର…