Latest Odisha News

BREAKING NEWS

ମନ୍ଦିର ହୁଣ୍ଡିରୁ ମିଳିଲା ବିପୁଳ ଟଙ୍କା ସହ ସୁନା ବିସ୍କୁଟ, ୧୨୭ କିଲୋରୁ ଅଧିକ ରୂପା

ଜୟପୁର: ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଅବସ୍ଥିତ ଶ୍ରୀ ସାନୱାଲିଆ ସେଠ୍ ମନ୍ଦିରରେ ୬ ଦିନ ଧରି ଗଣନା ଚାଲିଥିଲା। ଏଥର ମନ୍ଦିରର ଦାନ ବାକ୍ସରୁ ୨୩ କୋଟି ଟଙ୍କା ସହିତ ଅଢେଇ କିଲୋ ସୁନା, ୧ କେଜି ଓଜନର ସୁନା ବିସ୍କୁଟ ଏବଂ ୧୨୭ କିଲୋରୁ ଅଧିକ ରୂପା ମିଳିଛି। ସାନୱାଲିଆ ସେଠ୍ ମେୱାରର ଏକ…

ରୋଗ ବଢ଼ାଉଛି ସ୍ମାର୍ଟଫୋନ, ଏବେଠୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍‌ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି ଯୁବପିଢ଼ି, ଯାହା ଦ୍ଵାରା ସେମାନଙ୍କର ଅଧିକାଂଶ କାର୍ଯ୍ୟ ବାକି ରହିଯାଏ…

ଘନଉଛି ସିରିଆ ସଂକଟ

ନୂଆଦିଲ୍ଲୀ:  ସିରିଆ ଗୃହଯୁଦ୍ଧ, ଘନଉଛି ସଂକଟ । ବିଦ୍ରୋହୀ ଓ ସେନା ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଗୋଟିଏ ପରେ ଗୋଟିଏ ସହର କବଜା କରୁଛନ୍ତି ବିଦ୍ରୋହୀ । ଦକ୍ଷିଣ ସିରିଆର ଦାରା ସହର କବଜା କରିବା ପରେ ବିଦ୍ରୋହୀ ରାଜଧାନୀ ଡାମାସକସ ଆଡକୁ ମାର୍ଚ୍ଚ କରୁଛନ୍ତି । ସିରିଆ ରାଷ୍ଟ୍ରପତି ବଶର…

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ କ’ଣ? ବ୍ୟାଙ୍କ୍ ଜାଲିଆତିକୁ ଚିହ୍ନଟ କରିବ ଏଆଇ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଜାଲିଆତି ବନ୍ଦ କରିବା ଏବଂ ନକଲି ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି। ନକଲି ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆରବିଆଇ ବର୍ତ୍ତମାନ ଉନ୍ନତ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ…

ଅଜିତ ପାୱାରଙ୍କୁ ବଡ଼ ଆଶ୍ୱସ୍ତି, ମୁକ୍ତ ହେବ ଜବତ ସମ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ। ବେନାମୀ ସମ୍ପତ୍ତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଦିଲ୍ଲୀର ବେନାମୀ ଟ୍ରିବ୍ୟୁନାଲ ପକ୍ଷରୁ…

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ…

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି…

‘କଙ୍ଗୁଭା’ର ଫ୍ଲପ ପରେ ବବିଙ୍କ ବଡ ଘୋଷଣା, କହିବେନି ଆଉ ଖଳନାୟକ ଭୂମିକା

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ବବି ଦେଓଲ୍ ଏପରି ଭୂମିକାରେ ଅଭିନୟ କରିଛନ୍ତି ଯାହାକୁ ଦେଖି ଦର୍ଶକ ତାଙ୍କୁ ଏକ ଖଳନାୟକ ଭାବରେ ମାନି ସାରିଲେଣି l ୱେବ୍ ସିରିଜ୍ ଆଶ୍ରମ ପରେ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଆନିମଲ' ଫିଲ୍ମରେ ଅବରାର ହକ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କର ଖଳନାୟକ…

ପ୍ରଥମ ଟିମ ଭାବେ ଟେଷ୍ଟ କ୍ରିକେଟରେ ୫ଲକ୍ଷ ରନ କଲା ଇଂଲଣ୍ଡ

ଲଣ୍ଡନ: ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ପ୍ରଥମ ଦଳ ଭାବେ ଏକ ବଡ ଲପଲବ୍ଧି ହାସଲ କରିଛି । ଇଂଲଣ୍ଡ ପ୍ରଥମ ଟିମ ଭାବେ କ୍ରିକେଟର ଏହି ଫର୍ମାଟରେ ୫ଲକ୍ଷ ରନ ପୂର୍ଣ୍ଣ କରିଛି । ହ୍ୟାରୀ ବ୍ରୁକ୍ସ ନ୍ୟୁଜିଲାଣ୍ଡର ୱିିଲିୟମ ଓରୁରକିଙ୍କ ବଲରେ ୨ ରନ ନେବା ପରେ ଇଂଲଣ୍ଡ ଏହି ଲ୍ୟାଣ୍ଡମାର୍କ…

ରାତି ସାରା ଜେରା ପରେ ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ

ସମ୍ବଲପୁର: ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ l ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା l ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁରସ୍ଥିତ…