ଜାହୀରଙ୍କୁ ପଛରେ ପକାଇଲେ ବୁମରାହ
ଆଡିଲେଡ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନିଜ ଦେଶର ଜାହୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ପେସ ବୋଲର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ କପିଳ ଦେବଙ୍କ ନାମରେ ରହିଛି । ସେ ୧୯୮୩ରେ…