Latest Odisha News

BREAKING NEWS

ଆଇସିସି କଥା ମାନୁନି ବାଂଲାଦେଶ

ନୂଆଦିଲ୍ଲୀ:ବାଂଲାଦେଶ କ୍ରିକେଟ ବୋର୍ଡ ତାର ଜିଦ ଛାଡୁନି । ଆଇସିସି ଭାରତ ବାହାରେ ମ୍ୟାଚ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସତ୍ୱେ ବିିସିବି ଏ ପର୍ଯ୍ୟନ୍ତ ମନ ବଦଳାଇ ପାରିବ ନାହିଁ । ମଙ୍ଗଳବାର ବିସିବିକୁ ଆଇସିସି ପୂର୍ନବିଚାର କରିବା ପାଇଁ କହିଥିଲା । ବିସିସିଆଇ ମଧ୍ୟ ବିସିବି…

BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ…

କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଶୁମ୍ଭାରମ୍ଭ କରିଛନ୍ତି…

ରାଜଧାନୀରେ ମକର ମାହୋଲ; ‘କାଇଟ ଶୋ’ ସହ ଜମିବ ଗୁଡ଼ିଉଡ଼ା ପ୍ରତିଯୋଗିତା..

ଭୁବନେଶ୍ୱର: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ 'କାଇଟ୍‌ ଶୋ'ର ଆୟୋଜନ କରାଯିବ। ଏହି ‘କାଇଟ୍‌ ଶୋ’…

O Romeo: ମୁକ୍ତିଲାଭ ପୂର୍ବରୁ ଅଡୁଆରେ ପଡ଼ିଲା ଶାହିଦ କପୂରଙ୍କ ‘ଓ ରୋମିଓ’, ମିଳିଲା ନୋଟିସ୍…

ମୁମ୍ବାଇ: ସମସ୍ତେ ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଓ ରୋମିଓ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ। ଶାହିଦ କପୁରଙ୍କ ବ୍ୟତୀତ, ଫିଲ୍ମରେ ତୃପ୍ତି ଡିମରି, ବିକ୍ରାନ୍ତ…

ଟି୨୦ ବିଶ୍ୱକପ: ୪ଜଣଙ୍କୁ ମିଳିଲାନି ଭାରତୀୟ ଭିସା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୬ ସଂସ୍କରଣ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିବାଦ ଏହାର ପିଛା ଛାଡୁନି । ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ ବିବାଦ ପରେ ଏବେ ଭିସାକୁ ନେଇ ଅଶାନ୍ତି ଉପୁଜିଛି । ପାକିସ୍ତାନ ସହ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି; ବୁଲା କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅନେକ ସହରରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧିପାଉଥିବାରୁ ଆଜି ସୁପ୍ରିମକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଖଣ୍ଡପୀଠ କୁକୁର କାମୁଡ଼ାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଯଦି କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତି ବୁଲା…

Child Marriage: ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ…

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଏହା ସହ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନ ସ୍ଥିତ କନଭେନସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ…

Shaksgam Valley: ଦିଲ୍ଲୀଠାରୁ ତିନି ଗୁଣ ବଡ଼… କାହିଁକି ଶକ୍ସଗାମ ଭ୍ୟାଲିକୁ ଚୀନ୍‌କୁ ଉପହାର ଦେଇଥିଲା…

ନୂଆଦିଲ୍ଲୀ: ଭାରତର ଶାକ୍ସଗାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକୁ ନେଇ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ବିବାଦ ପୁଣି ମୁଣ୍ଡ ଟେକିଛି। ନୂଆଦିଲ୍ଲୀ କହିଛି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପ ଅଧୀନରେ ଶାକ୍ସଗାମରେ କରାଯାଉଥିବା ନିର୍ମାଣ କାର୍ଯ୍ୟ ବେଆଇନ। ଚୀନ୍ ୧୯୬୩ ମସିହାରୁ…

ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର 

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ୨୦୨୬ ମଞ୍ଚକୁ ଏକ ପଦ୍ମ ଫୁଲରେ ସଜ୍ଜିତ କରାଯିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ ବ୍ରିକ୍ସ ୨୦୨୬ ପାଇଁ ସରକାରୀ ଲୋଗୋ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ଏହି ଲୋଗୋର ପଦ୍ମ ଚିହ୍ନ ଆକର୍ଷଣ ସାଜିଛି। ଲୋଗୋ ଲଞ୍ଚ ପରେ ବୈଦେଶିକ…